Only for Entertainment

ବୟଫ୍ରେଣ୍ଡଙ୍କ ସହ ଜନସାଧାରଣରେ ଲିପଲକ କରୁଥିବା ନଜର ଆସିଲେ ଏହି ହଲିଉଡ ଅଭିନେତ୍ରୀ !

newstrack
0 70

ହଲିଉଡ ଅଭିନେତ୍ରୀମାନେ ଫିଲ୍ମ ବ୍ୟତୀତ ହଟ ଫଟୋ କାରଣରୁ ଚର୍ଚ୍ଚାରେ ରହିଛନ୍ତି । ହଟନେସ ମାମଲାରେ ହଲିଉଡ ଅଭିନେତ୍ରୀ ସବୁଠାରୁ ଆଗରେ । ଏହିଭଳି ଜଣେ ହଲିଉଡ ଅଭିନେତ୍ରୀ ଅଟନ୍ତି କୈଲି ବ୍ରୁକ । କୈଲି ଅନେକ ସମୟରେ ନିଜର ବୋଲ୍ଡନେସ କାରଣରୁ ଚର୍ଚ୍ଚାକୁ ଆସିଥାଆନ୍ତି । ସୋସିଆଲ ମିଡିଆରେ ନିଜର ବୋଲ୍ଡ ସବୁବେଳେ ସେୟାର କରନ୍ତି କୈଲି । କୈଲିଙ୍କ ସମସ୍ତ ଫଟୋରେ ତାଙ୍କର ବୟଫେଣ୍ଡ ନଜର ଆସିଥାଆନ୍ତି ।

202591711499a765bd1a168973622e6b6f0229b02

ଗତକିଛି ଦିନ ମଧ୍ୟରେ କୈଲି ଫଟୋସୁଟ କରାଇଛନ୍ତି ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More