Only for Entertainment

୩ ଖାନଙ୍କ ମଧ୍ୟରୁ ଏହି ଖାନ ହେଉଛନ୍ତି ମାଧୁରୀଙ୍କ ପ୍ରିୟ,ଜାଣନ୍ତୁ କିଏ ।

youtube
0 53

ମାଧୁରୀ ଦିକ୍ଷୀତ ଶାହାରୁଖ ଖାନ,ସଲମାନ ଖାନ ଏବଂ ଅମୀର ଖାନଙ୍କ ସହିତ ଫିଲ୍ମ କରିଛନ୍ତି । କିନ୍ତୁ ୩ ଖାନଙ୍କ ମଧ୍ୟରୁ ଶାହାରୁଖଙ୍କ ସହିତ କାମ କରିବାକୁ ସେ ଅଧିକ ଭଲପାଆନ୍ତି ।

ମରାଠୀ ଫିଲ୍ମ ବକେଟ ଲିଷ୍ଟର ପ୍ରମୋଶନ ସମୟରେ ଏକ ମିଡିଆ ସହିତ କଥା ହେବା ସମୟରେ ମାଧୁରୀ କହିଛନ୍ତିଯେ ଅମୀର ଖାନଙ୍କ ସହିତ ସେ କାମ କରିଛନ୍ତି । ଅମୀର ଖୁବ ଲଭଲି କୋ ଷ୍ଟାର ଏବଂ ସଲମାନ ମଧ୍ୟ । କିନ୍ତୁ ଶାହାରୁଖଙ୍କ ସହିତ ତାଙ୍କର ଭଲ ଜମେ ।

ସେ ଶାହାରୁଖଙ୍କ ପ୍ରଶଂସାରେ କହିଛନ୍ତିଯେ ଶାହାରୁଖଙ୍କ ସେନ୍ସ ଅଫ ହ୍ୟୁମର ଖୁବ ଭଲ ଏବଂ ସେ ଜଣେ ଜେଂଟଲମ୍ୟାନ । ସେ ସବୁବେଳେ ଏଥିପ୍ରତି ନଜର ଦିଅନ୍ତିଯେ କିପରି ତାଙ୍କ ନାୟିକାର ଧ୍ୟାନ ରଖାଯିବ । ଏହା ମଧ୍ୟ ଧ୍ୟାନ ରଖନ୍ତିଯେ ତାଙ୍କ କାର ପୂର୍ବରୁ ଅନ୍ୟର କାର ଯାଉ ।

ମାଧୁରୀ ଶାହାରୁଖଙ୍କ ସହିତ ଅଂଜାମ,କୋୟଲା,ଦିଲ ତୋ ପାଗଲ ହୈ,ଗଜ ଗାମିନୀ,ହମ ତୁହ୍ମାରେ ହୈ ସନମ ଏବଂ ଦେବଦାସ ଭଳି ଫିଲ୍ମ କରିଛନ୍ତି । ଅମୀରଙ୍କ ସହିତ ଦିଲ,ଦିୱାନା ମୁଝସା ନେହିଁ ଫିଲ୍ମ କରିଛନ୍ତି । ସଲମାନଙ୍କ ସହିତ ସାଜନ,ଦିଲ ତେରା ଆଶିକ,ହମ ଆପ କେ ହୈ କୌନ ଓ ହମ ତୁହ୍ମାରେ ହୈ ସନମ ଫିଲ୍ମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More