କିଛି ଜଣା ଅଜଣା କଥା ଯାହା ଆପଣ ଆଗରୁ କେବେ ଶୁଣି ନଥିବେ !
- ୧ବର୍ଷରେ ମନୁଷ୍ୟ ହାରାହାରି ୫୦ଲକ୍ଷ ଥର ନିଃଶ୍ୱାସ ପ୍ରଶ୍ୱାସ ନେଇଥାଏ ।
- ମନୁଷ୍ୟ ଶରୀରର ତ୍ୱଚାରୁ ପ୍ରତିଦିନ ୧୦ବିଲିଅନ କୋଶିକା ପଡିଥାଏ ।
- ଜନ୍ମ ବେଳେ ମନୁଷ୍ୟ ଶରୀରରେ ୩୦୦ହାଡ ରହିଥାଏ । ବୟସ ବୃଦ୍ଧି ହେଲେ ଏହା ୨୦୯ହୋଇ ରହିଯାଏ ।
- ଏଚ ବି ପେନସିଲ ୩୫ମିଲି ଲମ୍ବା ଗାର ଟାଣିପାରେ ଏବଂ ଏହାସହ ୫୦,୦୦୦ ଶବ୍ଦ ଲେଖିପାରେ ।
- ଆପଣଙ୍କ ଶରୀରର ଏକ ଚତୁର୍ଥାଂଶ ହାଡ ଆପଣଙ୍କ ପାଦରେ ରହିଥାଏ ।
- ଜୁଆଣୀ ଖାଇବା ଦ୍ୱାରା ଏତେ କ୍ୟାଲୋରୀ ମିଳିଥାଏ ଯେ ସେତିକି କ୍ୟାଲୋରୀ ଜୁଆଣୀରେ ମଧ୍ୟ ନଥାଏ ।
- ସବୁଠାରୁ ବଡ ହିମପାତ ଖଣ୍ଡ ଅର୍ଥାତ ଆକାଶରୁ ଗଳିଥିବା ବରଫ ଖଣ୍ଡ ୧୫ଇଂଚ ଚଉଡା ଏବଂ ୮ଇଂଚ ମୋଟା ଥିଲା ।
- କୋକା-କୋଲା ରଂଗ ସବୁଜ ହୋଇଥାଆନ୍ତା ଯଦି ଏଥିରେ ଫୁଡ କଲର ମିଶାଯାଇ ନଥାଆନ୍ତା ।
- ଛିଙ୍କିବା ସମୟରେ ଆପଣଙ୍କ ହୃଦୟ ୧ସେକେଣ୍ଡ ପର୍ଯ୍ୟନ୍ତ ବନ୍ଦ ହୋଇ ଯାଇଥାଏ ।
- ଆଖି ଖୋଲି ଛିଙ୍କିବା ଅସମ୍ଭବ ଅଟେ ।
- ପୃଥିବୀ ଏକ ଏଭଳି ଗ୍ରହ ଅଟେ ଯାହାର ନାଁ କୌଣସି ଭଗବାନଙ୍କ ନାଁରେ ରଖାଯାଇ ନାହିଁ ।