Only for Entertainment

ନେହା କକ୍କରଙ୍କୁ କଡା ଟକ୍କର ଦେଲେ ଏହି କୁନି ଝିଅ, ଲୁଡୋ ସଙ୍ଗରେ କଲେ ଏପରି ଡ୍ୟାନ୍ସ ସିଙ୍ଗର ହୋଇଗଲେ ଆଶ୍ଚର୍ଯ୍ୟ , ଦେଖନ୍ତୁ ଭିଡିଓ

NDTV
38

ବଲିଉଡ ସିଙ୍ଗର ଏବଂ ଇଣ୍ଡିଆନ ଆଇଡଲ ୧୦ର ଜଜ୍ ନେହହା କକ୍କର ନିକଟରେ ଭାଇ ଟୋନି କକ୍କରଙ୍କ ଗୀତ ଲୁଡୋ ସଙ୍ଗରେ କୋରିଓଗ୍ରାଫର ମେଲଭିନ ଲୁଇସଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ ଭିଡିଓ ସେୟାର କରିଥିଲେ । ସେୟାର କରିବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ଏବେ ନେହା ଆଉ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଜଣେ କୁନି ଝିଅ ଲୁଡୋ ସଙ୍ଗରେ ନେହାଙ୍କ ସହିତ ଷ୍ଟେପ ମ୍ୟାଚ କରୁଥିବାର ଦେଖିବାକୁ ମିଳିଛି ।

ନେହା କୁନି ଝିଅଟିର ଭିଡିଓକୁ ସେୟାର କରି ଲେଖିଥିଲେ, “ଓ ମାଇଁ ଗଡ ! ଏହି ଛୋଟ ଝିଅ କାବ୍ୟା ସୁପରଷ୍ଟାର ଅଟେ । ମୋତେ ଖୁବ ପସନ୍ଦ ଆସିଲା ।” କହିରଖୁଛୁ ଯେ ନେହା ଏବେ ଟୋନି କକ୍କରଙ୍କ ସଙ୍ଗ ଲୁଡୋକୁ ପ୍ରମୋଟ କରିବା ସହିତ ଇଣ୍ଡିଆନ ଆଇଡଲକୁ ଜଜ ମଧ୍ୟ କରୁଛନ୍ତି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More