Only for Entertainment

‘ବାହୁବଳୀ’ ଫେମ ଅଭିନେତ୍ରୀଙ୍କୁ କପି କଲା ଏଲିୟନ, ଭିଡିଓ ହେଉଛି ଭାଇରାଲ ।

NDTV Khabar
0 52

ବାହୁବଳୀ ଫେମ ଅଭିନେତ୍ରୀ ନେରା ଫତେହୀଙ୍କ ‘ସତ୍ୟମେବ ଜୟତେ’ର ଗୀତ ‘ଦିଲବର’ ଏବେ ଇଣ୍ଟରନେଟରେ ଛାଇ ରହିଛି । ଗୀତରେ ନୋରା ଫତେହୀଙ୍କ ବେଲି ଡ୍ୟାନ୍ସ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଜନ ଆବ୍ରାହମ ଏବଂ ନୋରାଙ୍କ ଏହି ଗୀତ ୟୁଟ୍ୟୁବରେ ମଧ୍ୟ ଟ୍ରେଣ୍ଡ କରୁଛି । କିନ୍ତୁ ଇତି ମଧ୍ୟରେ ନୋରାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଏଲିୟନ ‘ଦିଲବର’ ଗୀତରେ ନୋରାଙ୍କ କପି କରୁଥିବା ନଜର ଆସିଛନ୍ତି । ଲୋକଙ୍କୁ ଦୁହିଁଙ୍କର ଏହି ଡ୍ୟାନ୍ସ ଭିଡିଓ ଖୁବ ପସନ୍ଦ ଆସିଛି । ଏହା ପୂର୍ବରୁ ବଲିଉଡର ଅନେକ କଳାକାର ଏଲିୟନ ଡ୍ୟାନ୍ସ କପି କରୁଥିବା ନଜର ଆସିଥିଲା । କିନ୍ତୁ ଏବେ ଏଲିୟନ ନୋରାଙ୍କୁ କପି କରିଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More