Only for Entertainment

ଆପଣଙ୍କୁ ମଧ୍ୟ ପସନ୍ଦ ଆସିବ ଓଟସ୍ ପକୋଡା, ପ୍ରସ୍ତୁତ କରି ଦେଖନ୍ତୁ

YouTube
0 53

ସାମଗ୍ରୀ
ଓଟସ- ୨୦୦ ଗ୍ରାମ, ପାଣି- ୭୦୦ ଗ୍ରାମ, ଚାଉଳ ଚୁନା- ୧୪୦ ଗ୍ରାମ, ବେସନ- ୧୦୦ ଗ୍ରାମ, ପିଆଜ- ୨୧୦ ଗ୍ରାମ, ରସୁଣ- ୧ ଛୋଟ ଚାମଚ, ଅଦା- ୨ ଛୋଟ ଚାମଚ, କଂଚା ଲଙ୍କା- ୨ ଛୋଟ ଚାମଚ, ଧନିଆ ପତ୍ର – ୨ ଛୋଟ ଚାମଚ, ଭୃଶଙ୍ଗା ପତ୍ର- ୨ ଛୋଟ ଚାମଚ, ଲୁଣ- ୧ ଛୋଟ ଚାମଚ, ଲହୁଣୀ- ୨ ଛୋଟ ଚାମଚ, ପାଣି- ୨୨୦ ମିଲି, ତେଲ ଛାଣିବା ପାଇଁ

ପ୍ରଣାଳୀ
ଏକ ପାତ୍ରରେ ଓଟସକୁ ୭୦୦ ମିଲି ପାଣିରେ ୧୦ ମିନିଟ ପାଇଁ ବତୁରାଇ ଦିଅନ୍ତୁ । ଏହା ପରେ ସମସ୍ତ ସାମଗ୍ରୀକୁ ପକାଣ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ଗୋଲ ଗୋଲ ଆକାର କରି ରଖନ୍ତୁ । କଢେଇରେ ତେଲ ଗରମ କରନ୍ତୁ । ଏହାପରେ ଏହି ମିଶ୍ରଣକୁ ତେଲରେ ଛାଣନ୍ତୁ । ଗୋଲଡେନ ହେବାପରେ ଏହାକୁ ଟିସୁ ପେପର ଉପରକୁ ବାହାର କରିଦିଅନ୍ତୁ । ବର୍ତ୍ତମାନ କେଚପ କିମ୍ବା ଚଟଣୀ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More