Only for Entertainment

ତେଲିଆ ତ୍ୱଚା ହୋଇଥିଲେ ଏହି ୧୩ଟି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

26

ତେଲିଆ ତ୍ୱଚା ହୋଇଥିଲେ ଆପଣ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରୁଥିବେ, କିନ୍ତୁ ଏହା ତ୍ୱଚା ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣ ନିଜର ଖାଦ୍ୟପେୟର ଉଚିତ ଯତ୍ନ ନେବେ ତେବେ ଏହା ଶରୀର ମଧ୍ୟରୁ ଠିକ ହୋଇପାରିବ । ତେବେ କେଉଁ ସମସ୍ତ ଖାଦ୍ୟଠାରୁ ଦୂରେଇ ରହିଲେ ତେଲିଆ ତ୍ୱଚାରୁ ମୁକ୍ତି ମିଳିବ ଆସନ୍ତୁ ଆଲୋଚନା କରିବ ।

କ୍ଷୀର,ମାଂସ,ସଏ,ରିଫାଇନଡ ଗ୍ରେନ୍ସ, ଚକଲେଟ, ଗହମ, ବ୍ୟାକନ, ଚିଙ୍ଗୁଡ଼ି, ଆମ୍ବ,ପଣସ, କ୍ୟାଫିନ, ବଟର, ଲଙ୍କା
ନଏଡାର କୈଳାଶ ହସ୍ପିଟାଲର ପୃଷ୍ଟି ବିଜ୍ଞାନୀ ଡାକ୍ତର ପରୱିନ ବର୍ମାଙ୍କ କହିବା ଅନୁସାରେ ଅତ୍ୟଧିକ ତୈଳଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମୁହଁରେ ଦାଗ ଏବଂ ବ୍ରଣ ହୋଇଥାଏ । ତେଣୁ ଏହା ଠାରୁ ଦୂରେଇ ରହିବା ଭଲ । ଡାଏରୀ ଫ୍ରି ପଡକ୍ଟ ଖାଇବା ଉଚିତ । ଏହା ସହିତ ଅଣ୍ଡାର କେଶ, ଲାଲ ମାଂସ ଏବଂ ଜଙ୍କ ଫୁଡ ମଧ୍ୟ ଖାଇବା ଅନୁଚିତ । ଏହା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ବଢିଥାଏ । ଯେଉଁ କାରଣରୁ ତ୍ୱଚା ତେଲିଆ ଦେଖାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More