Only for Entertainment

ବିଜି ସିଡ୍ୟୁଲରୁ ସମୟ ବାହାର କରି ଆସାମ ଟୁରିଜିମର ବିଜ୍ଞାପନ କରିବା ପାଇଁ ଭାରତ ପହଂଚିଲେ ପ୍ରିୟଙ୍କା ଚୋପ୍ରା,ଦେଖନ୍ତୁ ଫଟୋ ।

bollywood tadka
0 43

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ବିଜି ସିଡ୍ୟୁଲରୁ କିଛି ସମୟ ବାହାର କରି ଆସାମରେ ପହଂଚିଛନ୍ତି ।


ନିକଟରେ ଏୟାରପୋର୍ଟରୁ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଖୁବ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଛନ୍ତି ।

ସେଠାରୁ ବାହାରି ସେ ସିଧାସଳଖ ଏକ ସାଂସ୍କୃତିକ ଓ ପାରମ୍ପରିକ କାର୍ଯ୍ୟକ୍ରମରେ ପହଂଚିଲେ । ସେଠାରେ ସେ ପାରମ୍ପରିକ ଗୀତ ବିହୁରେ ମଧ୍ୟ ଡ୍ୟାନ୍ସ କଲେ ।

ଅନ୍ୟ ଅତିଥିଙ୍କ ମଧ୍ୟରେ ସ୍ପିଚ ଦେଉଛନ୍ତି ।


ସାଧାରଣ ଜନତାଙ୍କ ଭଳି ବ୍ୟବହାର କରୁଛନ୍ତି ପ୍ରିୟଙ୍କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More