Only for Entertainment

ପ୍ରିୟଙ୍କାଙ୍କ ଫଟୋରେ ପ୍ରେମଭରା କମେଂଟ କଲେ ନିଜ ଜୋନସ ।

bollywood tadka
0 30

ପ୍ରିୟଙ୍କା ଏବେ ଗାୟକ ନିକ ଜୋନସଙ୍କ ସହିତ ଖୁବ ନଜର ଆସୁଛନ୍ତି । ଏକା ସାଙ୍ଗରେ ଦୁଇଜଣଙ୍କୁ ସ୍ପଟ ମଧ୍ୟ କରାଯାଇଛି । ନିକଟରେ ପ୍ରିୟଙ୍କା ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସାଙ୍ଗ ମାନଙ୍କ ସହିତ ନଜର ଆସିଛନ୍ତି ।


ଫଟୋ ଦେଖି ନିଜ କିଛି ଏଭଳି କରିଛନ୍ତି ଯାହାକୁ ଦର୍ଶକ ଭଲ କମେଂଟ ମଧ୍ୟ ଦେଇଛନ୍ତି । ବାସ୍ତବରେ ସେ ସ୍ମାଇଲ ଏବଂ ଇମୋଜୀର ଫଟୋ କରିଛନ୍ତି ।

ଏହାକୁ ଦେଖି ଫ୍ୟାନ୍ସ ପଚାରିଛନ୍ତି କ’ଣ ଚାଲୁଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More