Only for Entertainment

ଡିଭୋର୍ସ ପରେ ସୁଜୈନ ନୁହଁନ୍ତି ଏହି ଅଭିନେତ୍ରୀଙ୍କ ସହିତ ବଢୁଛି ଅର୍ଜୁନ ରାମପାଲଙ୍କ ସଂପର୍କ ।

youtube
0 43

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ପତ୍ନୀ ମାହିରାଙ୍କ ବିବାହର ୨୦ ବର୍ଷ ପରେ ଛାଡ଼ପତ୍ର ହୋଇଛି । ଅର୍ଜୁନ ଏବେ ପରିବାର ସହିତ ରହୁନାହାଁନ୍ତି ।

 
ଖବର ଅନୁସାରେ ପତ୍ନୀଙ୍କ ଠାରୁ ଡିଭୋର୍ସ ନେବା ପରେ ଅର୍ଜୁନଙ୍କର ଅଭିନେତ୍ରୀ ନତାଶାଙ୍କ ସହିତ ସଂପର୍କ ବଢିଯାଇଛି । ଦୁଇଜଣଙ୍କର ସାକ୍ଷାତ ଫିଲ୍ମ ଡ୍ୟାଡି ସେଟରେ ହାଇଥିଲା । ପରେ ବନ୍ଧୁତା ଦେଖିାକୁ ମିଳିଥିଲା । ଦୁଇଜଣ ପ୍ରାୟତଃ ଏକା ସାଙ୍ଗରେ ସ୍ପଟ ହୋଇଛନ୍ତି ।

natasha
ନତାଶା ବିଗବସ ୮ର ଜଣେ ପ୍ରତିଯୋଗୀ । ନିକଟରେ ସେ ଫୁକରେ ରିଟର୍ନ୍ସରେ ମେହବୁବା ଗୀତରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More