Only for Entertainment

ପଂଜାବୀ ଗାୟକ ସୁଖବିନ୍ଦର ସିଂ’ଙ୍କ ପରଲୋକ ।

bollywood tadka
29

ପଂଜାବୀ ସିଙ୍ଗର ସୁଖବିନ୍ଦର ସିଂ ବା ସୁକ୍ଖା ଦିଲୱାଲା ନିଜ ଘରେ ପଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ପଡ଼ିବା ଦ୍ୱାରା ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହେଲା । କୁହାଯାଉଛିଯେ ତିନି ବର୍ଷ ପୂର୍ବେ ପତ୍ନୀ ସହିତ ଛାଡ଼ପତ୍ର ହୋଇ ସାରିଥିଲା । ଯେଉଁ କାରଣରୁ ଦିଲୱାଲା ସବୁବେଳେ ଗମ୍ଭୀର ଭାବରେ ରହୁଥିଲେ । ଦିଲୱାଲାଙ୍କ ପାର୍ଥିବ ଶରୀରକୁ ପୋର୍ଟମର୍ଟମ ପାଇଁ ପୋଲିସ ପଠାଇ ସାରିଛି ।

ଖବର ଅନୁସାରେ ବୁଧବାର ସଂଧ୍ୟା ପ୍ରାୟ ୫ଟା ୩୦ରେ ସୁଖବିନ୍ଦର ସୁକ୍ଖା ଦିଲୱାଲା ଘରେ ବସି ମଦ ପିଉଥିଲେ । କିଛି ସମୟ ପରେ ତାଙ୍କ ପାଦ ଖସିଯିବାରୁ ସେ ପଡ଼ିଗଲେ । ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ଡାକ୍ତର ସେଠାରେ ସୁଖବନ୍ଦରଙ୍କୁ ମୃତ ବୋଲି ଘୋଷଣା କରିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More