Only for Entertainment

୭ ମାସ ପରେ ଇଷା ଦେଓଲ ଦେଖାଇଲେ ଝିଅର ପ୍ରଥମ ଝଲକ,ଟ୍ୱିଟରରେ ସେୟାର କଲେ ଫଟୋ ।

the indian express
0 64

ଲମ୍ବା ସମୟର ଅପେକ୍ଷା ପରେ ହେମାଙ୍କ ଝିଅ ଇଷା ଦେଓଲ ଝିଅ ରାଧ୍ୟାର ପ୍ରଥମ ଫଟୋ ସେୟାର କରିଛନ୍ତି । ରାଧ୍ୟା ୭ ମାସର ହୋଇ ଯାଇଛନ୍ତି । ଏହା ପୂର୍ବରୁ ତାଙ୍କର କୌଣସି ଫଟୋ ସେୟାର କରାଯାଇନଥିଲା । ସୋମବାର ସକାଳେ ସେ ରାଧ୍ୟାଙ୍କ ଫଟୋ ସେୟାର କରିଛନ୍ତି ।


ଇଷା ଦେଓଲ ସୋସିଆଲ ମିଡିଆରେ ଥିଲେ ମଧ୍ୟ ବହୁ ସମୟ ଆକ୍ଟିଭ ରୁହନ୍ତି ନାହିଁ । ସେଥିପାଇଁ ବୋଧହୁଏ ତାଙ୍କୁ ତାଙ୍କ ଝିଅକୁ ଇଂଟ୍ରୋଡ୍ୟୁସ କରିବା ପାଇଁ ୭ ମାସ ସମୟ ଲାଗିଲା । ଇଷାଙ୍କ ପତି ମଧ୍ୟ ଠିକ ସେହିଭଳି । ସୋସିଆଲ ମିଡିଆ ଅପେକ୍ଷା ନିଜ ପରିବାର ଏବଂ ବନ୍ଧୁବର୍ଗଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ ସେ ଭଲପାଆନ୍ତି ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More