Only for Entertainment

ରାକ୍ଷୀରେ ପତ୍ନୀଙ୍କୁ ନିଜ ଘରକୁ ଯିବା ପାଇଁ ବିରୋଧ କରିବାରୁ ସ୍ୱାମୀଙ୍କର ହେଲା କିଛି ଏଭଳି ହାଲତ, ଭିଡିଓ ଭାଇରାଲ !

0 82

ରକ୍ଷାବନ୍ଧନ ଚଳିତ ବର୍ଷ ୨୬ଅଗଷ୍ଟରେ ପାଳନ କରାଯିବ । ଯେଉଁଥିପାଇଁ ଲୋକମାନେ ଖୁବ ସପିଂ କରିବାରେ ବ୍ୟସ୍ତ ଥିଲେ । ଏହି ପର୍ବ ଶ୍ରାବଣ ମାସରେ ପାଳନ କରାଯାଏ । ରକ୍ଷା ବନ୍ଧନରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଆପଣ ଆଗରୁ ମଧ୍ୟ ଦେଖିଥିବେ । ମାତ୍ର ଏବେ ଏହି ଭିଡିଓ ଏଭଳି ଲାଇନରେ ଶେୟାର କରା ଯାଇଛି ଯାହାକୁ ଦେଖି ଆପଣ ନିଶ୍ଚୟ ହସି ହସି ବେଦମ ହୋଇଯିବେ ।


ଏହି ଭିଡିଓ କିଛି ବର୍ଷ ପୂରୁଣା ଭିଡିଓ ଅଟେ । ଯେଉଁଥିରେ ସ୍ୱାମୀକୁ ସ୍ତ୍ରୀ ପିଟିବାରେ ଲାଗିଛି । ଏଥିରେ କ୍ୟାପଶନ ରହିଛି ‘ସ୍ତ୍ରୀକୁ ରାକ୍ଷୀରେ ଘରକୁ ଯିବାକୁ ଅଟକାଇବାରୁ ସ୍ୱାମୀର ଏହି ପରିଣତି’ । ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More