Only for Entertainment

ପ୍ରତ୍ୟେକ ଭାଇକୁ ଶୁଣିବା ଉଚିତ ବଲିଉଡର ଏହି ୫ଟି ଗୀତ ।

IACRFAZ
0 49

କୁହାଯାଏ ଗୀତ ହୃଦୟକୁ ଶାନ୍ତି ଦିଏ । ଏହା ଏଭଳି ଏକ ମାଧ୍ୟମ ଯାହା ଗୋଟିଏ ହୃଦୟକୁ ଅନ୍ୟ ଏକ ହୃଦୟ ନିକଟରେ ପହଂଚାଇ ଦିଏ । ଗୀତ ହୃଦୟର ପରିଭାଷା । ବେଳେ ବେଳେ ହୃଦୟ ଯାହା କହିବାକୁ ଚାହୁଁଥାଏ ତାହାକୁ ଗୀତ ଦ୍ୱାରା ପ୍ରକାଶ କରି ଦିଆଯାଏ । ଆଉ କେବେ କେବେ କିଛି ଗୀତକୁ ଶୁଣିବା ମାତ୍ରେ ଜୀବନ ସହିତ ଜଡ଼ିତ କିଛି ମୁହୂର୍ତ୍ତ ମନେ ପଡ଼ିଯାଏ । ଏହା ନିଶ୍ଚିତ ଭାବରେ ଆପଣ କେବେ ନା କେବେ ଅନୁଭବ କରିଥିବେ । ତେବେ ଏଭଳି କିଛି ଫିଲ୍ମ ରହିଛି ଯାହା ଭାଇ ଭଉଣୀର ଅତୁଟ ବନ୍ଧନକୁ ନେଇ ନିର୍ମାଣ କରାଯାଇଛି,ସେଥିରେ ଥିବା ଗୀତ ଭାଇ ଭଉଣୀର ବାସ୍ତବ ସଂପର୍କକୁ ମନେ ପକାଇଦିଏ । ଆପଣ ମଧ୍ୟ ଶୁଣନ୍ତୁ ସେହି ସମସ୍ତ ଗୀତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More