Only for Entertainment

ଦୀପାବଳୀରେ ଘରେ କରନ୍ତୁ ଲାଟେଷ୍ଟ ରଙ୍ଗୋଲି ଡିଜାଇନ

41

ଦୀପାବଳୀ ପାଇଁ ଏବେ ଠାରୁ ଗଗନ ପବନ ଅଧୀର ହୋଇ ଗଲେଣି । ଚାରିଆଡ଼େ ଆନନ୍ଦର ଛାୟା । ପୁଲକିତ ମନରେ ଚଳଚଂଚଳ ଭାରତ । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ଏବେ ଠାରୁ ଦୀପାବଳୀ ପାଇଁ ପ୍ରସ୍ତୁତି ଚଳାଇଲେଣି । ଗୋଟିଏ ପାଶ୍ୱର୍ରେ ସମସ୍ତେ ବାଣ ଫୁଟାଇବାକୁ ପସନ୍ଦ କରୁଥିବା ବେଳେ ରଙ୍ଗୋଲିର ମଜା କିଛି ନିଆରା । ତେବେ ପ୍ରାଚୀନ କାଳରୁ ପ୍ରଚଳିତ ରଙ୍ଗୋଲି ଆଜିକାଲି ଟ୍ରେଣ୍ଡରେ ରହିଛି, ଯାହା ସମସ୍ତଙ୍କ ମଧ୍ୟରେ ଖୁବ ଆଦୃତ । ତେବେ ଆସନ୍ତୁ ଶିଖିବା କିଛି ଲାଟେଷ୍ଟ ରଙ୍ଗୋଲି ଡିଜାଇନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More