Only for Entertainment

ସୋନମଙ୍କ ବିବାହ ପୂର୍ବରୁ ଚାଚା ସଂଜୟ କପୁର କଲେ ଭାଙ୍ଗଡ଼ା । ଦେଖନ୍ତୁ ଭିଡିଓ ।

aajtak
0 60

ବଲିଉଡ ଫ୍ୟାଶନ କ୍ୱିନ ସୋନମଙ୍କ ବିବାହରେ ପରିବାରର ସମସ୍ତ ସଦସ୍ୟ ଖୁବ ଧୁମଧାମରେ ଲାଗିଛନ୍ତି । ମେହେନ୍ଦୀ ଏବଂ ସଙ୍ଗୀତରେ ସେଲିବ୍ରେଟୀମାନେ ନିଜ ବିଜି ସିଡ୍ୟୁଲରୁ ସମୟ ବହାର କରି ଯୋଗ ଦେଇଛନ୍ତି । ତେବେ ଚାଚା ସଂଜୟ କପୁର ବାଦ ପଡ଼ିବେ କେମିତି? ୍ଣସ ମଧ୍ୟ ଭାଙ୍ଗଡ଼ା କରଥିବାର ନଜର ଆସିଛନ୍ତି । ଦେଖନ୍ତୁ ଭିଡିଓ ।

 

Welcome to #sonamkishaadi #sanjaykapoor #mahendrakapoor ???❤❤??

A post shared by Viral Bhayani (@viralbhayani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More