Only for Entertainment

‘ମେରେ ରଶ୍କେ କମର’ ଗୀତରେ ସ୍ୱପ୍ନା ଚୌଧୁରୀ ଏବଂ ଅର୍ଶୀ ଖାନଙ୍କ ଠୁମକା, ଦେଖନ୍ତୁ ଭିଡିଓ…

bollywood tadka
0 49

ଟିଭିର ଚର୍ଚ୍ଚିତ ଶୋ’ ବିଗ୍ ବସ୍ ୧୧ର ପ୍ରତିଯୋଗୀ ସପ୍ନା ଚୌଧୁରୁୀ ଏବଂ ଅର୍ଶୀ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁହେଁ ନୁସରତ ଫତେହ ଅଲୀ ଖାନ ଗାଇଥିବା ଗୀତ ‘ମେରେ ରଶ୍କେ କମର’ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓକୁ ଅର୍ଶୀ ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଲୋକେ ତାଙ୍କର ଠୁମକାକୁ ଖୁବ ପସନ୍ଦ କରିଛନ୍ତି । ଏହାକୁ ଶେୟାର କରି ଅର୍ଶୀ ଲେଖିଥିଲେ ଲଭ ୟୁ ସପ୍ନା ଚୌଧୁରୀ, ତୁମ ପରିବାର ସହିତ ଏକ ସୁନ୍ଦର ସଂଧ୍ୟା ।

 

Ummaaaaahhhhhh love you @itssapnachoudhary lovely night with your family ???

A post shared by Arshi khan (@arshikofficial) on

ବିଗ୍ ବସ୍ ପରେ ଅର୍ଶୀ ବକ୍ସ କ୍ରିକେଟରେ ନଜର ଆସିଥିବା ବେଳେ ସପ୍ନାଙ୍କୁ ବଲିଉଡରେ ଆଇଟମ ନ୍ୱରରେ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More