Only for Entertainment

ପୋଦିନା ପତ୍ରକୁ ଅଧିକ ସମୟ ପର୍ଯ୍ୟନ୍ତ ତାଜା ରଖିବା ପାଇଁ କରନ୍ତୁ କିଛି ସରଳ ଉପାୟ ।

ndtv food
21

ଖରାଦିନେ ସମସ୍ତଙ୍କ ରୋଷେଇ ଘରେ ପୋଦିନା ଖୁବ ସହଜରେ ମିଳିଯାଏ । ଏହାକୁ କେବଳ ପାନୀୟ ନୁହେଁ ବରଂ ନ୍ୟ କେତେକ ଡିସେସରେ ମଧ୍ୟ ବ୍ୟବହାର କରାଯାଏ । ଯେପରିକି ପୋଦିନ ପରାଠା, ପୋଦିନା ଚଟଣୀ ଇତ୍ୟାଦି । ଏହା କେବଳ ସ୍ୱାଦ ନୁହେଁ ବରଂ ତାଜା ଅନୁଭବ ପାଇଁ ଖିଆଯାଏ । କିନ୍ତୁ ଏହାକୁ ତୋଳି ଆଣିବା ପରେ ଅଧିକ ଦିନ ପର୍ଯ୍ୟନ୍ତ ଜାତା ରଖି ହୋଇନଥାଏ, କାରଣ ଏହା ଶୁଖିଯାଏ ।

୧. ପୋଦିନାକୁ ଥଣ୍ଡା ପାଣିରେ ବୁଡ଼ାଇ ରଖନ୍ତୁ । ଯେପରି ଧ୍ୟାନ ରଖିବେ ପୋଦିନାର ତଳଭାଗ ପାଣିରେ ବୁଡ଼ି ରହିବ ।
୨. ତାଜା ରଖିବା ପାଇଁ ଓଦା କପଡ଼ାରେ ବା ଓଦା କାଗଜରେ ପୋଦିନାକୁ ଗୁଡ଼ାଇ ରଖନ୍ତୁ ।

 

ଏହିଭଳି ଉପାୟ କରିବା ଦ୍ୱାରା ଖୁବଶୀଘ୍ର ଶୁଖି ଯାଉଥିବା ପୋଦିନା ପତ୍ର ଅଧିକ ଦିନ ପର୍ଯ୍ୟନ୍ତ ତାଜା ରହିପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More