Only for Entertainment

ରୟାଲ ଲୁକ ପାଇଁ ବେଷ୍ଟ ଆଦିତିଙ୍କ ଏହି ୮ଟି ସାଢୀ

nari
140

ବଲିଉଡ ଅଭିନେତ୍ରୀ ଆଦିତି ରାଓ ହୈଦରୀ ସବୁବେଳେ ନିଜ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ନିଜର ସାଢୀ କଲେକ୍ସନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଯଦି ଆପଣ ସାଢୀ ପିନ୍ଧିବାକୁ ପସନ୍ଦ କରିଥାନ୍ତି ତେବେ ଆପଣ ଆଦିତିଙ୍କ ସାଢୀ ଷ୍ଟାଇଲରୁ ଆ ଇଡିଆ ନେଇ ପାରିବେ । ଆଦିତିଙ୍କ ଏହି ସାଢୀ କଲେକ୍ସନ ଆପଣଙ୍କୁ ଫଙ୍କସନରେ ରୟାଲ ଲୁକ ଦେବାରେ ସାହାଯ୍ୟ କରିବ ।

ନିକଟରେ ଆଦିତି ଏକ ଇଭେଣ୍ଟରେ ପହଁଚିଥିଲେ । ଏହି ଇଭେଣ୍ଟରେ ସେ ର ମ୍ୟାଙ୍ଗୋ ରେଡ ସାଢୀରେ ନଜର ଆସିଥିଲେ । ଓଭରସାଇଜ ଝୁମକା ସହିତ ଆଦିତି ରେଡ ବିନ୍ଦି ସହିତ ନିଜର ଇଣ୍ଡିଆ ନ ଲୁକକୁ ପୂରା କରିଥିଲେ । ତାଙ୍କର ଏହି ଲୁକ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଥିଲା । ଏହା ପୂର୍ବରୁ ମଧ୍ୟ ସେ ଅନେକ ସାଢୀରେ ନଜର ଆସିଛନ୍ତି । ସାଢୀ ସହିତ ଆଦିତିଙ୍କ ଜୁଏଲରୀ କଲେକ୍ସନ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛି । ତେବେ ଆସନ୍ତୂୁ ଦେଖିବା ଆଦିତିଙ୍କ କିଛି ସାଢୀ ଲୁକ ଉପରେ ଯାହା ଆପଣଙ୍କୁ ଏକ ରୟାଲ ଲୁକ ଦେବ ।

aditi

ଆଦିତିଙ୍କ ପ୍ଲେନ ୟେଲୋ ସାଢୀ ସହିତ ଗ୍ରୀନ କଂଷ୍ଟ୍ରାଷ୍ଟ ବ୍ଲାଉଜ ଏକ ଆକର୍ଷଣୀୟ ଲୂୁକ ଦେବ ଏହା ସହିତ ଆପଣ ଚାନ୍ଦ ବାଲି ଇୟରିଙ୍ଗସ ଟ୍ରାଏ କରନ୍ତୁ ।

ପ୍ଲେନ ଗ୍ରୀନ ଟୋନ ସାଢୀ ସହିତ ମ୍ୟାଚିଙ୍ଗ ପର୍ଲ ଷ୍ଟୋନ ଝୁମକା

ଡିଜାଇନର ସବ୍ୟସାଚୀ ମୁଖର୍ଜୀଙ୍କ ହ୍ୱାଇଟ ବୋଲ୍ଡ ପ୍ରିଣ୍ଟେଡ ସାଢୀ ସହିତ ଆଦିତିଙ୍କ ଡିସେଣ୍ଟ ଲୁକକୁ ଆପଣ ଟ୍ରାଏ କରିପାରିବେ ।

ବ୍ଲାକ ଆଣ୍ଡ ରେଡ ଷ୍ଟ୍ରାଇପ୍ଡ ସାଢୀ ସହିତ ମ୍ୟାଚିଙ୍ଗ ନେ କ ପିସ ଆପଣଙ୍କୁ ରିଚ ଲୁକ ଦେବ ।

ରୟାଲ ଲୁକ ପାଇଁ ଆପଣ ଆଦିତିଙ୍କ ବ୍ରୋକେଡ ୱର୍କ ସାଢୀ, କଂଷ୍ଟ୍ରାଷ୍ଟ ବ୍ଲାଉଜ ସହିତ ହେଭି ଜୁଏଲରୀ ଟାଏ କରିପରିବେ ।

ଯଦି ଆପଣ ଷ୍ଟନିଂ ଦେଖାଯିବାକୁ ଚାହାଁନ୍ତି ତେବେ ଆଦିତିଙ୍କ ପରି ଷ୍ଟ୍ରାଇପ୍ଡ ପ୍ରି ଣ୍ଟେଡ ସାଢୀ ସହିତ ପ୍ଲେନ ଷ୍ଟ୍ରେପି ବ୍ଲାଉଜ କ୍ୟାରି କରିପାରିବେ ।

ଗର୍ଜିୟସ ଲୁକ ପାଇଁ ଆଦିତିଙ୍କ ଲେହେଙ୍ଗା ଷ୍ଟାଇଲ ଫ୍ଲୋରାଲ ଏମ୍ରୋଡୋରୀ ସାଢୀ ଲୁକ ଟ୍ରାଏ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More