Only for Entertainment

ଏହି ଖାଦ୍ୟ ବଢାଇଥାଏ କିଡନୀ ଫେଲ୍ୟୋରର ଆଶଙ୍କା ।

publicagendagh.com
46

କାଲିଫର୍ଣ୍ଣିଆର ସାନ ଫ୍ରାନସିସ୍କୋର ବିଶ୍ୱ ବିଦ୍ୟାଳୟରେ ନିକଟରେ ଏକ ଗବେଷଣା ହୋଇଥିଲା । ଯେଉଁଥିରେ କୁହାଯାଇଛିଯେ ଖାଦ୍ୟରେ ଜ୍ୱଳନଶୀଳକୁ କମ ସାମିଲ କରିବା ଦ୍ୱାରା କିଡନୀ ଫେଲ୍ୟୋରକୁ କମ କରାଯାଇପାରେ ।

ଜ୍ୱଳନଶୀଳ ଖାଦ୍ୟ ପଦାର୍ଥରେ ଟମାଟୋ,କାର୍ବୋନେଟେଡ ପାନୀୟ ପଦାର୍ଥ,ସବୁଜ ପତ୍ର ଏବଂ ହଳଦିଆ ପରିବା,ଲାଲ ମାଂସ,ଅର୍ଗାନ ମାଂସ,ଡାର୍କ ମାଂସ ଏବଂ ମାଛ ଆଦି ସାମିଲ ରହିଥାଏ ।

ସାନ ଡିୟାଗୋ କନଭେଂସନ ସେଂଟରରେ ୨୩ରୁ ୨୮ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ଏଏସଏନ କିଡନୀ ୱିକ ୨୦୧୮ରେ ପ୍ରକାଶିତ ହେବାକୁ ଥିବା ଏକ ଗବେଷଣା ପାଇଁ ସିକେଡିରେ ପିଡ଼ିତ ୧୦୮୪ ଜଣ ବୟସ୍କଙ୍କୁ ସାମିଲ କରାଯାଇଥିଲା । ଟିମ ୧୪ ବର୍ଷର ଜୀବନଶୈଳୀକୁ ଅଧ୍ୟୟନ କରିବା ପରେ ୧୧.୧ ପ୍ରତିଶତ ପ୍ରତିଯୋଗୀଙ୍କ ମଧ୍ୟରେ କିଡନୀ ଫେଲ୍ୟୋର ଆଶଙ୍କା ବୃଦ୍ଧି ହେବା ପୃଷ୍ଟି କରାଗଲା । ଶରୀରରେ ସିକେଡି ବଢିବା ଦ୍ୱାରା ଏଭଳି ସମସ୍ୟା ହୋଇଥାଏ । ତେଣୁ ଉପରୋକ୍ତ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More