Only for Entertainment

ଆପଣଙ୍କ ଗର୍ଲଫ୍ରେଣ୍ଡ ଆପଣଙ୍କ ସହିତ ଛଳନା କରୁଛନ୍ତି ବୋଲି ଜାଣିବେ କିପରି ।

youtube
0 75

ଯେତେବେଳେ ଏକ ଝିଅ କାହାକୁ ବାସ୍ତବରେ ଭଲ ପାଏତ ସେ ତା ସଂପର୍କ ବିଷୟରେ କାହାକୁ ଲୁଚାଇ ନଥାଏ । କିଛି ଝିଅ ସଂକର୍ପରେ ଥାଇ ମଧ୍ୟ ନିଜ ପାର୍ଟନର ବିଷୟରେ କାହାକୁ କହି ନଥାନ୍ତି । ଆଉ କିଛି ଝିଅ ଜଣଙ୍କ ସହିତ ସଂପର୍କରେ ଥାଇ ଅନ୍ୟ ଜଣକୁ ଫ୍ଲର୍ଟ କରନ୍ତି । ଯଦି ଆପଣଙ୍କ ସହିତ ଏଭଳି ହେଉଛି କିମ୍ବା ହେଉନାହିଁ ଜାଣିବା ପାଇଁ ପଢନ୍ତୁ ଏହି ଟିପ୍ସ ।

ଯଦି କେହି ଝିଅ ଆପଣଙ୍କୁ ଚିଟ କରୁଥାଏ ତେବେ ସେ ଆପଣଙ୍କ ସହିତ ଅଧିକ କଥା ହୋଇଥାଏ । ଆପଣଙ୍କ ସହିତ ଅଧିକ ସମୟ ବିତାଇଥାଏ । ଏହା ସହିତ ଆପଣଙ୍କ ବନ୍ଧୁଙ୍କ ସହିତ ମଧ୍ୟ ବନ୍ଧୁତା କରିଥାଏ । ନିଜ ପାର୍ଟନର ଅପେକ୍ଷା ଆପଣଙ୍କ ବିଷୟରେ ଅଧିକ ଭାବିଥାଏ ।

ଯଦି କୌଣସି ଝିଅ ଆପଣଙ୍କ ବିଷୟରେ କାହା ସାମ୍ନାରେ କୁହନ୍ତି ନାହିଁ ତେବେ ବଝିବାକୁ ପଡ଼ିବଯେ ସେ ଆପଣଙ୍କ ସହିତ ଫ୍ଲର୍ଟ କରୁଛି । ଅଧିକାଂଶ କ୍ଷେତ୍ରରେ ଏଭଳି ହୋଇଥାଏ ।

ନିଜ ପାର୍ଟନର ଥାଇ ମଧ୍ୟ ଆପଣଙ୍କ ସହିତ ଫୋନରେ ଅଧିକ ସମୟ କଥା ହେବା ।

ନିଜ ବୟଫ୍ରେଣ୍ଡ ସାମ୍ନାରେ ଆପଣଙ୍କ ସହିତ ଅଜଣା ବ୍ୟକ୍ତିଙ୍କ ଭଳି କଥା ହେବା । ଏହା ମଧ୍ୟ ଏକ ଲକ୍ଷଣ । ତେଣୁ ଏସବୁ ପ୍ରତି ଧ୍ୟାନ ଦେଲେ ଜାଣିହେବଯେ ଆପଣଙ୍କ ଗର୍ଲଫ୍ରେଣ୍ଡ ଆପଣଙ୍କ ସହିତ ଛଳନା କରୁଛି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More