Only for Entertainment

ଗେଟରେ ଲଟକିଥିଲା ସାପ , ଲୋକ ପହଂଚିଲେ ପାଖରେ ତ କଣ ହେଲା ଏହାପରେ ଜାଣନ୍ତୁ ।

FACEBOOK
0 63

ୟୁଏସରେ ଏନଏଏସସିଏଆର ରେସିଂ ଟିମର ହେଡ କ୍ୱାଟରରେ ଘଟିଛି କିଛି ଏଭଳି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି । ହେଡକ୍ୱାଟର ଗେଟରେ ଏକ ସାପ ଲଟକିଥିଲା । ୧୮ସେକେଣ୍ଡର ଏହି ଭିଡିଓ ଦେଖି ସମସ୍ତେ ଚିନ୍ତାରେ ପଡିଯାଇଥିଲେ । ଏହି ଭିଡିଓକୁ ଫେସବୁକରେ ଜୋ ଗିବ୍ସ ରେସିଂ ପୋଷ୍ଟ କରିଛନ୍ତି । ଭିଡିଓରେ ଆପଣ ଦେଖି ପାରିବେ ଯେ ଏକ ସାପ ଗେଟରେ ଓହଳିଛି । ବାହାର ଏବଂ ଭିତର ଲୋକ ଭୟରେ ଗେଟ ପାଖରେ ଛିଡା ହୋଇ ରହିଛନ୍ତି । ଦେଖନ୍ତୁ ଭିଡିଓ –

ଭିଡିଓ ବନାଉଥିବା ବେଳେ ବ୍ୟକ୍ତି ଜଣକ ଭୟରେ ଗେଟ ଖୋଲିବା ପାଇଁ କହୁଛନ୍ତି ମାତ୍ର ଜୋ ଗିବ୍ସ ତାଙ୍କୁ ଉତ୍ତରରେ କହିଛନ୍ତି ଅନ୍ୟ ପଟେ ଯିବା ଲାଗି ବାଟ ଅଛି ନଚେତ ଆମେ ଫଶି ଯାଇଥାଆନ୍ତେ । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୧.୩ମିଲିୟନ ଭ୍ୟୁ ଏବଂ ୧୭ହଜାରରୁ ଉଦ୍ଧ୍ୱର୍ ସେୟାର ମିଳି ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More