Only for Entertainment

ଭୋଟର ଲିଷ୍ଟରେ ଆପଣଙ୍କ ନାମ ଅଛି ନା ନାହିଁ ଜାଣିବେ କିପରି?ପଢନ୍ତୁ ।

dailymail.co.uk
0 60

୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିମାନେ ଭୋଟ ଦେଇପାରିବେ,ଏହା ତାଙ୍କର ମାନବ ଅଧିକାର । ଯଦି ଭୋଟର ଲିଷ୍ଟରେ ଆଫଣଙ୍କ ନାମ ନାହିଁ ତେବେ ଆପଣ ଭୋଟ ଦେଇପାରିବେ ନାହିଁ । ତେବେ ଘରେ ବସିସ ଆପଣ ମଧ୍ୟ ଏହା ଅତି ସହଜରେ ଜାଣି ପାରିବେ ।

ସର୍ବ ପ୍ରଥମେ ଆପଣଙ୍କ ଫୋନ ବ୍ରାଉଜରରେ ଙ୍ଗଙ୍ଗଙ୍ଗ.ଦ୍ଭଙ୍ଖଗ୍ଦକ୍ଟ୍ର.ସଦ୍ଭ କୁ ଯାଆନ୍ତୁ । ଏହାପରେ ନେସନାଲ ଭୋଟର୍ସ ସର୍ଭିସ ପୋର୍ଟାଲ ଖୋଲିବ । ଏହାର ବାମ ପାଶ୍ୱର୍ରେ ଏକ ବକ୍ସ ଦେଖାଯିବ । ତାହା ଉପରେ କ୍ଲିକ କରିବା ମାତ୍ରେ ଏକ ନୂଆ ପେଜ ଖୋଲିବ ।

ଡିଟେଲ୍ସ ମାଗିଥିବା ସ୍ଥାନରେ ଆପଣ ସମସ୍ତ ସୂଚନା ଦିଅନ୍ତୁ । ଏହାପରେ ଆପଣ ଜାଣିପାରିବେଯେ ଭୋଟର ଲିଷ୍ଟରେ ଆପଣଙ୍କ ନାମ ଅଛି ନା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More