Only for Entertainment

ମୃତ ହ୍ୱେଲ ପେଟରୁ ବାହାରିଲା ୧୧୫ ପ୍ଲାଷ୍ଟିକ କପ ଏବଂ ବୋତଲ,ଫଟୋ ଦେଖିଲେ ହୋଶ ଉଡ଼ିଯିବ ।

bollywood tadka
39

ସମୂଦରେ ଅଧିକାଂଶ ସମୟରେ ଜୀବ ମାନଙ୍କର ମୃତ୍ୟୁ ହୋଇଥାଏ ।ନିକଟରେ ଇଣ୍ଡୋନେସିଆରେ ଏକ ହ୍ୱେଲର ମୃତ୍ୟୁ ହୋଇଛି ।ଯାହା ପେଟରୁ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ କପ ଆଦି ଜିନିଷ ମିଳିଛି ।ଯାହା ନିହାତି ଭାବରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ।ଏହାର ସୂଚନା ନିଜେ ପାର୍କର ଅଧିକାରୀ ଦେଇଛନ୍ତି ।

ନେସନାଲ ପାର୍କ ପ୍ରମୁଖ ହ୍ୟାରୀ ସ୍ୟାଂଟୋସୀ କହିଛନ୍ତିଯେ ବାକାଟୋବି ନେସନାଲ ପାର୍କରେ ରେସ୍କ୍ୟୋର୍ସ ସୋମବାର ବିଳମ୍ବ ରାତିରେ ୩୧ ଫୁଟର ମୃତ ହ୍ୱେଲର ଶବ ଦେଖିଲେ ।ଏହାପରେ ତାକୁ କୂଳକୁ ଅଣାଗଲା ।ଏହାପରେ ଜଣାଗଲାଯେ ତା ପେଟରୁ ୫.୯ କେଜି ଅଳିଆ ମଧ୍ୟରୁ ୧୧୫ ପ୍ଲାଷ୍ଟିକ କପ,୪ଟି ପ୍ଲାଷ୍ଟିକ ବୋତଲ,୨୫ଟି ପ୍ଲାଷ୍ଟିକ ବ୍ୟାଗ ଏବଂ ୧୦୦୦ରୁ ଅଧିକ ପ୍ଲାଷ୍ଟିକ ଟୁକୁରା ମିଳିଲା ।ତେବେ ଏହାର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More