Only for Entertainment

ଦିଲବର ଗୀତରେ ପୁଅ ଜଣକ ଦେଖାଇଲେ ଏଭଳି ଜଲୱା,ଦେଖିଲେ ଆପଣ ମଧ୍ୟ ଦିୱାନା ହୋଇଯିବେ ।

punjab keasri
29

ସୋସିଆଲ ମିଡିଆ ଏବେ ସମସ୍ତଙ୍କ ପାଇଁ ଏକ ବଡ଼ ମାଧ୍ୟମ ହୋଇଯାଇଛି ନିଜର ଟ୍ୟାଲେଂଟ ଦେଖାଇବା ପାଇଁ । ଏଥିପାଇଁ କୌଣସି ବ୍ୟକ୍ତିର ସହାୟତା ଆବଶ୍ୟକ ପଡ଼ୁନାହିଁ । ନିକଟରେ ଠିକ ସେହିଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

୧୯୯୪ରେ ମିସ ୟୁନିଭର୍ସ ହୋଇଥିବା ସୁଷ୍ମିତା ସେନଙ୍କ ଗୀତ ଏତେ ପ୍ରସିଦ୍ଧ ହୋଇଥିଲାଯେ ଏବେ ମଧ୍ୟ ଲୋକ ଏହାକୁ ଭୁଲି ପାରୁ ନାହାଁନ୍ତି । ନିକଟରେ ଏହି ଗୀତର ରିକ୍ରିଏଟ କରାଯାଇଥିଲା ଫିଲ୍ମ ସତ୍ୟମେବ ଜୟତେରେ,ଯେଉଁଥିରେ ଅଭିନେତ୍ରୀ ନୋରା ଫତେହିଙ୍କ ବେଲି ଡ୍ୟାନ୍ସ ନଜର ଆସିଥିଲା । ତେବେ ଏହାପରେ ସୁଷ୍ମିତା ସେନ ମଧ୍ୟ ଜିମରେ ଏହି ଗୀତ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ତେବେ ଏହା ତ ଥିଲା ଆକ୍ଟର ମାନଙ୍କ କଥା,କିନ୍ତୁ ଏଥିରୁ ବାଦ ପଡ଼ିନାହାଁନ୍ତି ସାଧାରଣ ଲୋକ । ନିକଟରେ ଜଣେ ଯୁବକଙ୍କୁ ଏହି ଗୀତରେ ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପରେ ସମସ୍ତେ ଇମ୍ପ୍ରେଶ ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More