Only for Entertainment

ମଣିଷଙ୍କ ସହ ଲଢେଇ କରୁଥିବା ନଜର ଆସିଲା ‘ମୋଗଲି’, ରିଲିଜ ହେଲା ଟ୍ରେଲର !

Amarujala
0 53

୯୦ଦଶକରେ ସମସ୍ତଙ୍କ ହୃଦୟରେ ବାସ କରୁଥିବା ‘ମୋଗଲି’ର ପ୍ରଶଂସକଙ୍କ ପାଇଁ ଖୁସିଖବର । ୱାନର ବଦର୍ସଙ୍କ ଫିଲ୍ମ ‘ମୋଗଲି’ ଟ୍ରେଲର ରିଳିଜ ହୋଇଛି । ମୋଗଲି ଛୁଆ ମାନଙ୍କ ପସନ୍ଦିତା ଫିଲ୍ମ ମଧ୍ୟରୁ ଏକ ଫିଲ୍ମ ଅଟେ ଏବଂ ଜୀବଜନ୍ତୁଙ୍କ ସହ ବନ୍ଧୁତାକୁ ଏହାପୂର୍ବରୁ ଲୋକମାନେ ଖୁବ ପସନ୍ଦ କରିଥିଲେ ।

ଏହି ଫିଲ୍ମ ୨୦୧୬ରେ ଆସିଥିବା ମୋଗଲିର ସିକ୍ୱେଲ ଅଟେ, ମାତ୍ର ଏହାର ନାଁ ମଧ୍ୟ ମୋଗଲି ରଖାଯାଇଛି । ଫିଲ୍ମ ଟ୍ରେଲର ଦେଖି ଲାଗୁଛି ମୋଗଲିର ପଛ କାହାଣୀ ସହ ଆଗକୁ କାହାଣୀ ଦେଖାଯିବ କି ସେ କିଭଳି ଗାଁ ଲୋକମାନଙ୍କ ସହ ରହିବା ଲାଗି କିଭଳି ସଂଘର୍ଷ କରୁଛି ।

ପୂର୍ବ ଫିଲ୍ମ ଭଳି ଏହି ଫିଲ୍ମରେ ମଧ୍ୟ ବଘିରା ଏବଂ ଭାଲୁ ସମସ୍ତ ସମୟରେ ସାଥ ଦେଉଥିବାର ନଜର ଆସିବେ ଏବଂ ମୋଗଲିକୁ ରକ୍ଷା କରିବା ଲାଗି ସାହାଯ୍ୟ କରୁଛନ୍ତି । ଫିଲ୍ମର ଶେଷରେ ମୋଗଲି ଏବଂ ଶେରଖାନଙ୍କ ଲଢେଇ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More