Only for Entertainment

ରିଲିଜ ହେଲା ଫିଲ୍ମ ନାଗରାଜର ଟ୍ରେଲର,ଦେଖନ୍ତୁ ଭିଡିଓ ।

bollywood tadka
0 43

ଭାରତୀୟ ସିନେମାରେ ନାଗ ଓ ନାଗୁଣୀକୁ ନେଇ କେତେକ ଫିଲ୍ମ ନିର୍ମାଣ କରାଯାଇଛି । ନଗୀନା,ନିଗାହେ ଠାରୁ ଆରମ୍ଭ କରି ଜାନି ଦୁଷ୍ମନ ପର୍ଯ୍ୟନ୍ତ ଫିଲ୍ମରେ ଇଛାଧାରୀ ନାଗ ଓ ନାଗୁଣୀର ଚରିତ୍ର ଦେଖିବାକୁ ମିଳିଛି । ଏବେ ଭୋଜପୁରୀ ଫଲ୍ମ୍ମ ମଧ୍ୟ ସେହିଭଳି କାହାଣୀ ନେଇ ଆସିଛି । ଯେଉଁଥିରେ ଧମାକାଦାର କେମେଷ୍ଟ୍ରି ନଜର ଆସିବ । ତେବେ ‘ଇଛାଧାରୀ’ର ଖୁବ ସଫଳତା ପରେ ରିଲିଜ ହେବାକୁ ଯାଉଛି ‘ନାଗରାଜ’ । ଏହାକୁ ନିର୍ମାଣ କରୁଛନ୍ତି ଦିନେଶ ଯାଦବ ।

ଭୋଜପୁରୀ ସିନେମାର ସୁପରଷ୍ଟାର ୟଶ କୁମାରଙ୍କ କହିବା ଅନୁସାରେ ରିଲିଜ ହେବାକୁ ଥିବା ତାଙ୍କ ଫିଲ୍ମ ‘ନାଗରାଜ’ ପାଇଁ ହଲିଉଡ ଟେକ୍ନିସିଆନଙ୍କର ସାହାଯ୍ୟ ନିଆଯାଇଛି । ତେବେ ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି ।

ଏହି ଫିଲ୍ମରେ ଅଭିନେତ୍ରୀ ଅଂଜନା ସିଂ ଏବଂ ୟଶ କୁମାର ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହା ଆକ୍ସ ଭରା ଡ୍ରାମା । ଦେଖନ୍ତୁ ଟ୍ରେଲର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More