Only for Entertainment

ଗୋଆରେ ଏନାଉଂସମେଂଟ କରୁଛନ୍ତି ସଲମାନ,ସାମ୍ନାକୁ ଆସିଲା ଫଟୋ ।

aajtak
0 34

ଛୋଟ ପରଦାର ସବୁଠାରୁ ପ୍ରିୟ ରିଆଲିଟି ଶୋ ବିଗବସ’ର ନୂଆ ସିଜନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବିଗବସ୍ ର ଆରମ୍ଭ କରିବା ପାଇଁ ସଲମାନ ଶୋ’ର ପ୍ରଥମ ପ୍ରେସ ମିଟ କରିବା ପାଇଁ ଗୋଆରେ ପହଂଚିଛନ୍ତି । ପ୍ରେସ ମିଟ୍ର କେତେକ ଫଟୋ ସାମ୍ନାକୁ ଆସିଛି । ନିହାତି ଭାବରେ ଏହା ଶୋ ସହିତ ଜଡ଼ିତ କୌଣସି ଥିମ ହୋଇଥିବ । କିନ୍ତୁ ଏପର୍ଯ୍ୟନ୍ତ ଶୋ ବିଷୟରେ କୌଣସି ଅଫିସିଆଲ ଏନାଉଂସମେଂଟ ହୋଇନାହିଁ । କିଛି ଦିନ ପୂର୍ବରୁ ଏହାର ପ୍ରମୋ ରିଲିଜ ହୋଇଛି । ତେବେ ଏହିଥର ଯୋଡ଼ିଦାର ନଜର ଆସିବେ ବୋଲି ସଲମାନ ପ୍ରମୋରେ କହୁଥିବା ନଜର ଆସିଛନ୍ତି ।

 

ସବୁ ଥର ଭଳି ଏହିଥର ମଧ୍ୟ ସେଲିବ୍ରେଟୀଙ୍କ ସହିତ କମନ ଲୋକ ନଜର ଆସିବେ । କିନ୍ତୁ ଏହି ଥର କିଛି ନୂଆ ଟ୍ୱିଷ୍ଟ ଯୋଡ଼ା ଯାଇଛି । କୌଣସି ଗର୍ଲଫ୍ରେଣ୍ଡ ବଏଫ୍ରେଣ୍ଡ ନୁହଁନ୍ତି ବାପ୍ତି ପତ୍ନୀ ନୁହଁନ୍ତି,ଶୋ ରେ ଶାଶୁ ବୋହୂ,ଟ୍ୱିନ୍ସ ଭଳି କେତେକ ଭିନ୍ନ ଯୋଡ଼ି ନଜର ଆସିବେ । ଏହି ସିଜନ ୧୨ ସେପ୍ଟେମ୍ବରକୁ ଅନ ଏୟାର ହେବ । ପ୍ରତିଯୋଗୀଙ୍କ ଲିଷ୍ଟ ପୂର୍ବ ଥର ଭଳି ଏହି ଥର ମଧ୍ୟ ସିକ୍ରେଟ ରଖାଯାଇଛି । ତେବେ ଏହା ପ୍ରତିଥର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More