Only for Entertainment

କାମ ଛାଡି ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କ ଠୁମକା, ଦେଖନ୍ତୁ ଭିଡିଓ

you tube
0 54

ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାର ମହିଳା ଏବଂଶିଶୁ ବିକାଶ କାର୍ଯ୍ୟାଳୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କର୍ମଚାରୀମାନେ ସରକାରୀ କାର୍ଯ୍ୟାଳୟରେ କାମ ଛାଡି ବଲଉଡ ଗୀତର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ତେବେ ସେଠାକାର କଲେକ୍ଟରଙ୍କୁ ଏହି ବିଷୟରେ ସୂଚନା ମିଳିବା ପରେ ଏହି କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଖବର ଅନୁସାରେ କର୍ଯ୍ୟାଳୟରେ ଜଣେ ଅଧିକାରୀଙ୍କ ଜନ୍ମଦିନ ପାଳନ କରି କର୍ଯ୍ୟାଳୟର ଅଧିକାରୀମାନେ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି । ତେବେ କାର୍ଯ୍ୟାଳୟରେ ଏତେ କାମ ଥିବା ପରେ ମଧ୍ୟ କର୍ମଚାରୀମାନଙ୍କ ଏହି ଡ୍ୟାନ୍ସ ଭିଡିଓ ପ୍ରଶାସନ ପାଖରେ ମଧ୍ୟ ପହଁଚିଛି ।

ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More