Only for Entertainment

କହୁଣୀର କଳା ରଙ୍ଗକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ, କରନ୍ତୁ ଏହି ସରଳ ଘରୋଇ ଉପାୟ,ଚୁଟକୀରେ ହେବ ସମସ୍ୟାର ସମାଧାନ ।

find home remedy.com
0 48

ଶରୀରର କୌଣସି ସ୍ଥାନରେ ଯଦି କଳା ରଙ୍ଗହୋଇଥାଏ,ତେବେ ବିଭିନ୍ନ ପ୍ରକାରର ଲୋଶନ ବ୍ୟବହାର କରାଯାଏ, ଫଳାଫଳ କିଛି ଖାସ ମିଳିନଥାଏ । କିନ୍ତୁ ଏଭଳି କିଛି ସରଳ ଘରୋଇ ଉପାୟ ରହିଛି ଯାହା ଚୁଟକୀରେ କହୁଣୀର କଳା ଦାଗକୁ ଦୂର କରିଦେବ । ଆସନ୍ତୁ ଆଲୋଚନା କରିବା ।

୧ ଚାମଚ କାକୁଡ଼ି ରସ ସହିତ ଅଧ ଚାମଚ ତେନ୍ତୁଳି ରସ ମିଶାଇ କହୁଣୀରେ ଲଗାନ୍ତୁ । ୧୫ ମିନିଟ ପରେ ଧୋଇଦିଅନ୍ତୁ ।
ଏକ ପାତ୍ରରେ ଦହି ଏବଂ ଭିନେଗାରକୁ ଭଲ ଭାବରେ ରଖି ମିଶାନ୍ତୁ ଏବଂ କହୁଣୀରେ ଭଳ ଭାବରେ ମସାଜ କରନ୍ତୁ । ଏହାପରେ ୧୫ ମିନିଟ ଛାଡ଼ି ଦିଅନ୍ତୁ ଏବଂ ଥଣ୍ଡା ଜଳରେ ଧୋଇ ଦିଅନ୍ତୁ । କିଛଇ ଦିନ ଧରି ଏହାକୁ ପ୍ରତିଦିନ କରନ୍ତୁ ।
ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କହୁଣୀରେ ନଡ଼ିଆ ତେଲ ମାଲିସ କରନ୍ତୁ । ନଡ଼ିଆ ତେଲରେ ଅନେକ ଔଷଧିୟ ଗୁଣ ଭରି ରହିଛି । ଏହା ତ୍ୱଚାକୁ ଉଜ୍ୱଳ ମଧ୍ୟ କରିଥାଏ ।

ଦୁଗ୍ଧ ଏବଂ ମହୁକୁ ମିଶାଇ କହୁଣୀରେ ମାଲିସ କରନ୍ତୁ । ଏହାକୁ ୧୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ଓ ପରେ ଧୋଇ ଦିଅନ୍ତୁ ।
ରାତିରେ ଯଦି ଲେମ୍ବୁ ରସକୁ କହୁଣୀରେ ଲଗାଇ ଶୋଇବେ ଏବଂ ସକାଳେ ଧୋଇବେ ତେବେ ପାର୍ଥକ୍ୟ ଦେଖି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More