Only for Entertainment

ସାଧାରଣ ମୁଣ୍ଡ ବ୍ୟଥାରୁ କିଭଳି ପାଇବେ ମୁକ୍ତି ।

indianexpress.com
27

ମୁଣ୍ଡ ବ୍ୟଥାରୁ ମୁକ୍ତି ପାଇବା ପାଇଁ ଲୋକେ ଔଷଧର ସାହାରା ନେଇଥାନ୍ତି । କିନ୍ତୁ ଏହି ଔଷଧ ଶରୀରରେ ଖରାପ ପ୍ରଭାବ ପକାଇଥାଏ । ପ୍ରକୃତରେ ସୁସ୍ଥ ରହିବାକୁ ହେଲେ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ପଡିବ । ତେବେ ଆସନ୍ତୁ ଜାଣିବା ମୁଣ୍ଡ ବ୍ୟଥାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପଚାର ।

– ୟୁକାଲିପଟାସ ତେଲ: ଯଦି ଆପଣ ଗମ୍ଭୀର ମୁଣ୍ଡ ବ୍ୟଥାରେ ପିଡୀତ ଅଛନ୍ତି ତେବେ ୟୁକାଲିପଟାସ ତେଲକୁ ମୁଣ୍ଡରେ ମାଲିସ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଖୁବ୍ ଆରମ ମିଳିବ ।
– ଅଦା : ମୁଣ୍ଡ ବ୍ୟଥାରୁ ରକ୍ଷା ପାଇବାକୁ ହେଲେ ଅଦା ଠାରୁ ଭଲ ଜିନିଷ ଆଉ କିଛି ନାହିଁ । ଅଦାକୁ ପାଣିରେ ଫୁଟାଇ ତାର ବାମ୍ଫ ନିଅନ୍ତୁ ।
– ପୁଦିନା ପତ୍ର : ପୁଦିନା ପତ୍ର ରସକୁ ବାହାର କରି ତାକୁ ମୁଣ୍ଡରେ ମାଲିସ କରନ୍ତୁ । ଖୁବ୍ କମ ସମୟ ଭିତରେ ଆରାମ ଅନୁଭବ ହେବ ।
– ଆଇସ୍ ପ୍ୟାକ: ଅଧକପାଳି ମୁଣ୍ଡ ବ୍ୟଥାରେ ଗଳାର ପଛ ପାଶ୍ୱର୍ରେ ଆଇସ୍ ପ୍ୟାକ ରଖନ୍ତୁ ଆରାମ ଲାଗିବ ।
– ଲବଙ୍ଗ : ଲବଙ୍ଗ ଗୁଣ୍ଡ କରି ଏକ କପଡାରେ ବାନ୍ଧି ଶୁଙ୍ଘନ୍ତୁ ଏଭଳି କରିବା ଦ୍ୱାରା ଆରମ ଲାଗିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More