Only for Entertainment

ଗରମରୁ ବଂଚିବା ପାଇଁ ନେତାମାନେ ଆଦିବାସୀଙ୍କ ଦ୍ୱାରା ନିର୍ମିତ ପଙ୍ଖାର ନେଲେ ସାହାରା !

amarujala
0 30

ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ଲାଲକିଲ୍ଲାରେ ସମସ୍ତ ଆଦିବାସୀ ମାନଙ୍କୁ ସମ୍ବୋନ୍ଧିତ କରିଛନ୍ତି । ଏହି ସମୟରେ ସେଠାରେ ଖୁବ ଗରମ ଅନୁଭୂତ ହୋଇଥିପା ଦେଖିବାକୁ ମିଳିଛି । ଯାହା ଦାଉରୁ ରକ୍ଷା ପାଇବା ଲାଗି ଅନେକ ଗଣମାନ୍ୟ ଲୋକମାନେ ଆଦିବାସୀ ଶିଳ୍ପକାରଙ୍କ ହାତରେ ନିର୍ମିତ ପଙ୍ଖା ବ୍ୟବହାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସମ୍ବୋନ୍ଧନ ସମୟରେ ରୁମାଲରେ ମୁହଁ ପୋଛୁଥିବାର ନଜର ଆସିଥିଲେ ।

ମହଲି ଜାତି ବନାଇଥିଲେ ପଙ୍ଖା:

ଏହି ପଙ୍ଖା ପଶ୍ଚିମ ବଙ୍ଗଳାର ମହଲି ଜାତିର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ବାଉଁଶରୁ ନିର୍ମିତ ଏହି ପଙ୍ଖା ମନ୍ତ୍ରୀ , ସାଂସଦ, ରାଜନେତା ଏବଂ ଅନ୍ୟ ଭିଭିଆଇପିଙ୍କ ସହ ନିମନ୍ତ୍ରଣ କରାଯାଇଥିବା ଲୋକମାନଙ୍କୁ ଦିଆଯାଇଥିଲା ।

TRIFED ରୁ ନିଆଯାଇଥିଲା ୧୦୦୦ପଙ୍ଖା:

ରକ୍ଷା ମନ୍ତ୍ରାଳୟ ଜନଜାତିଙ୍କ ଉତ୍ପାଦକୁ ଲୋକପ୍ରିୟ ବନାଇବା ପାଇଁ ସରକାରଙ୍କ ଏହି ପ୍ରୟାସ ଯୋଗୁଁ ୧ହଜାର ପଙ୍ଖା ଜନଜାତୀ ମାମଲାର ମନ୍ତ୍ରାଳୟଏଜେନ୍ସି ଞଜଓୠଋଊ ରୁ ନିଆଯାଇଥିଲା । ଏହି ଏଜେନ୍ସି ଜନଜାତିଙ୍କ ଉତ୍ପାଦକୁ ଲୋକପ୍ରିୟ ହେବା ଲାଗି ଜନଜାତି ମାମଲାର ମନ୍ତ୍ରାଳୟଙ୍କ ଅନ୍ତର୍ଗତ କାର୍ଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More