୫ବର୍ଷରେ ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଗଡି , ଥିଲା ଏହିଭଳି କିଛି ଖାସ କଥା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ପଗଡି ବାନ୍ଧିବା ନିଜ ପରମ୍ପରାକୁ ଜାରି ରଖି ଆଜି ଲାଲକିଲ୍ଲାର ପ୍ରଚାରରେ ଦେଶକୁ ସମ୍ବୋଧିତ କରି କେଶରିୟା ରଂଗର ପଗଡି ବାନ୍ଧି ଥିଲେ । ଯାହାର କଡରେ ରହିଛି ନାଲିରଂଗର ବାନେ୍ଧଣୀ ପ୍ରିଂଟ । ପ୍ରତି ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଗଡି ବଦଳିଥାଏ । ୫ବର୍ଷ ପୂର୍ବେ ସେ ଭିନ୍ନ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ ।
ଚଳିତ ବର୍ଷ ପଗଡି ବାନ୍ଧିବାର ପରମ୍ପରାକୁ ଜାରି ରଖି ଆଜି ଲାଲକିଲ୍ଲା ପାଚେରୀକୁ ଦେଶ ସହ ସମ୍ବୋଧିତ କରି ଏକ ସୁନ୍ଦର ପଗଡି ପିନ୍ଧିଥିଲେ ।
ପୂର୍ବ ବର୍ଷ ପ୍ରଧାନମନ୍ତ୍ରୀ କ୍ରିମ କଲର ନାଲି ଏବଂ ହଳଦିଆ ରଂଗର ପଗଡି ବାନ୍ଧିଥିଲେ ।
୨୦୧୬ରେ ସେ ନାଲି-ଗୋଲାପୀ-ହଳଦିଆ ରଂଗର ରାଜସ୍ତାନୀ ପଗଡି ବାନ୍ଧିଥିଲେ ।
୨୦୧୫ରେ ସେ ନାଲି ରଂଗ ଏବଂ ସବୁଜ ରଂଗର ପଗଡି ପିନ୍ଧି ଥିଲେ ।
୨୦୧୪ରେ ନିଜ ପ୍ରଥମ ସମ୍ବୋଧନରେ ନାରଙ୍ଗୀ ଏବଂ ସବୁଜ ରଂଗର ଯୋଧପୁରୀ ପଗଡି ବାନ୍ଧି ଥିଲେ ।