Only for Entertainment

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ନଡ଼ିଆ ପାଣି,ଜାଣନ୍ତୁ କିପରି?

reviewmakanaanmu
0 50

ନଡ଼ିଆ ପାଣଇରେ ବିଷାକ୍ତ ତତ୍ତ୍ୱକୁ ଦୂର କରିବାର ଗୁଣ ଭରି ରହିଥାଏ । କିନ୍ତୁ ନଡ଼ିଆ ପାଣି ପିଇବାର ପ୍ରକୃତ ସମୟ ବିଷୟରେ ସମସ୍ତେ ଜାଣି ନଥାନ୍ତି,ତେଣୁ କେତେକ ଦ୍ୱନ୍ଦ ସୃଷ୍ଟି ହୋଇଥାଏ । କେହି କେହି କୁହନ୍ତି ସକାଳ ସମୟରେ ପିଇବା ଉଚିତ ସମୟ ହୋଇଥାଏ ।

ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ,ଏଥିରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ରହିଥାଏ ଏହା ସହିତ ଏହା କେତେକ ରୋଗ ଭଲ କରିବାରେ ସହାୟକ ମଧ୍ୟ ହୋଇଥାଏ । ଯଦି ଆପଣ ନିଜର ବଢିଥିବା ଓଜନକୁ ନେଇ ଚିନ୍ତିତ ତେବେ ନଡ଼ିଆ ପାଣି ପିଇବା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ବିିଷେଷଜ୍ଞଙ୍କ କହିବା ଅନୁସାରେ ସକାଳ ସମୟରେ ନଡ଼ିଆ ପାଣି ପିଇବା ଫଳପ୍ରଦ ହୋଇଥାଏ । ଏହା ସହିତ ସାରା ଦିନ ତାଜା ଅନୁଭବ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More