Only for Entertainment

ଏହି ସାମାନ୍ୟ ଜିନିଷକୁ କୋଲଗେଟରେ ମିଶାଇ ଦାନ୍ତକୁ ଚମକାନ୍ତୁ ।

zilesinopti.ro
0 69

ଆଜିକାଲି ପ୍ରାୟ ଲୋକ ତମ୍ବାଖୁ ବ୍ୟବହାର କରୁଛନ୍ତି । ଯାହା ଦ୍ୱାରା ସେମାନଙ୍କର ଦାନ୍ତର ରଙ୍ଗ ପରିବର୍ତ୍ତନ ହେଉଛି । ତେଣୁ ସେମାନେ କେବେ ମଧ୍ୟ ଅନ୍ୟ ସାମ୍ନାରେ ଖୋଲିକରି ହସିପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ କହିବୁଯେ ଆପଣ କେଉଁଭଳି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

 

ଯଦି ଆପଣ ଦାନ୍ତକୁ ମୋତି ଭଳି ଚମକାଇବାକୁ ଚାହାଁନ୍ତି ତେବେ ଦିନକୁ ଦୁଇଥର ବ୍ରଶ କରିବା ନିହାତି ଦରକାର । ସବୁବେଳେ ରାତିରେ ଖାଇବା ପରେ ବ୍ରଶ କରନ୍ତୁ । ତେବେ ବ୍ରଶ କରିବା ସମୟରେ ଆପଣ ଆପଣଙ୍କର କୋଲଗେଟରେ କିଛି ବେକିଂ ସୋଢା ମିଶାଇ ବ୍ରଶ କରନ୍ତୁ । ଏହା ଦ୍ୱାରା ଦାନ୍ତର ଦାଗ ଦୂର ହୋଇଯିବ ।

ଏହାକୁ ଆପଣ ଲଗାତାର ଏକ ସପ୍ତାହ ପର୍ଯ୍ୟନ୍ତ କରିବା ଉଚିତ । ଯାହା ଦ୍ୱାରା ଆପଣଙ୍କ ଦାନ୍ତ ଧଳା ହୋଇଯିବ । ତେବେ ବେକିଂ ସୋଢାକୁ ଆପଣଙ୍କ ଦାନ୍ତରେ ଏକ ସପ୍ତାହରୁ ଅଧିକ କରିବା ଅନୁଚିତ । କାରଣ ଏହା ଦ୍ୱାରା ଆପଣଙ୍କ ଶରୀରକୁ କ୍ଷତି ପହଂଚିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More