Only for Entertainment

ମହିଳା ଟୁରିଷ୍ଟଙ୍କ ପାଇଁ ସୁରକ୍ଷିତ ଏହି ସ୍ଥାନ ।

dailyhunt
0 42

ବୁଲିବାକୁ ଭଲ ପାଉଥିବା ବ୍ୟକ୍ତି କୌଣସି ର୍ପ୍ୟଟନ ସ୍ଥାନକୁ ଯିବା ପୂର୍ବରୁ କେତେକ କଥାପ୍ରତି ଧ୍ୟାନ ରଖିବା ଉଚିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହିଳାଙ୍କ ସୁରକ୍ଷା । ଆମ ଦେଶରେ ଏଭଳି କିଛି ସ୍ଥାନ ରହିଛି ଯାହାକୁ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ଭାବେ ଗ୍ରହଣ କରାଯାଇଛି । ଆପଣ ମଧ୍ୟ ଜାଣନ୍ତୁ ସେହି ସହର ବିଷୟରେ ।

 

ଖଜୁରାହୋ- ଏଠାର ମନ୍ଦିରର ସୌନ୍ଦର୍ଯ୍ୟ ନିହାତି ଭାବେର ଦେଖିବା ଉଚିତ । ଏଠାରେ ଟୁରିଷ୍ଟ ସାଇଡରୁ ବଂଚିବା ପାଇଁ ଆପଣଙ୍କୁ ଟ୍ରିକ୍ସ ଜାଣିବା ଉଚିତ । ନଚେତ ଏଠାରେ ଟଙ୍କା ଆଦାୟ କରନ୍ତି । ଏଠାର ମନ୍ଦିର ଖୁବ ସୁନ୍ଦର ।

 

ଲଦାଖ- ଏହା ହିମାଳୟର ପାଦ ଦେଶରେ ଅବସ୍ଥିତ । ଏହାର ଉତ୍ତରରେ କାରାକୋଲମ ପର୍ବତ ଶୃଙ୍ଖଲା ଏବଂ ଦକ୍ଷିଣରେ ହିମାଳୟରେ ଘେରି ରହିଥିବା ଅଂଚଳ ରହିଛି । ଏହାର ପୂର୍ବରେ ଦୁନିଆର ଛାତ କୁହାଯାଉଥିବା ତିବ୍ଦତ ଏବଂ ଉତ୍ତରରେ ମଧ୍ୟ ଏସିଆ ଓ ପଶ୍ଚିମରେ କାଶ୍ମୀର,ଦକ୍ଷିଣରେ ଲାହୌଲ ସ୍ପିତି ଘାଟୀ । ତେଣୁ ଏହା ବୁଲିଯିବା ପାଇଁ ଏକ ସୁରକ୍ଷିତ ସ୍ଥାନ । ଏହା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ।

ଉଦୟପୁର-ରାଜସ୍ଥାନର ଉଦୟପୁର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ ଜଣାଶୁଣା । ଏଠାର ପ୍ରାସାଦ ଏବଂ ମହଲାକୁ ଦେଖି ସାରା ଦୁନିଆ ମନ୍ତ୍ରମୁଗ୍ଧ ହୋଇଯାଏ । ଏଠାର ଲୋକଙ୍କ ବ୍ୟବହାର,ସଂସ୍କୃତି,ଲୋକଗୀତ,ଲୋକନୃତ୍ୟ,ପରିଧାନ,ଉତ୍ସବ ଏବଂ ପର୍ବପର୍ବାଣୀ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More