Only for Entertainment

ଓସ୍ତ ପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ ।

wikimedia.org
0 44

ଦୈନନ୍ଦିନ ମନୁଷ୍ୟ ନିଜର କର୍ମମୟ ଜୀବନରେ ଖୁବ୍ ବ୍ୟସ୍ତ ରହିଯାଇଥାନ୍ତି । ଏବଂ ଖାଦ୍ୟ ଓ ପାନୀୟ ସଠିକ୍ ସମୟରେ ଗ୍ରହଣ କରିନଥାନ୍ତି । ଯତ୍୍ଦ୍ୱାରା ଅନେକ ସମସ୍ୟା ଦେଖାଦେଇଥାଏ । ସେଥିପାଇଁ ବଜାରରୁ ଔଷଧ କିଣି ସେବନ କରିଥାନ୍ତି । କିନ୍ତୁ ଅଧିକ ମାତ୍ରାରେ ଔଷଧ ସେବନ କରିବା ଦ୍ୱାରା ଯକୃତ ପ୍ରତୀ ହାନିକାରକ ହେବାର ଆଶଙ୍କା ଅଧିକ ଥାଏ । ତେବେ ଆସନ୍ତୁ ଜାଣିବା ଆମେ ଯେଉଁ ଓସ୍ତ ଗଛକୁ ପୂଜା କରିଥାଉ । ସେହି ଓସ୍ତ ଗଛର ପତ୍ରରେ ଗରି ରହିଛି ଅନେକ ଔଷଧୀୟ ଗୁଣ । ଏହାଦ୍ୱାରା ଅନେକ ରୋଗରୁ ମୁକ୍ତି ପାଇ ପାରିବେ ।

– ଓସ୍ତ ଗଛର ଚୋପାକୁ ଖରାରେ ଶୁଖାଇଲା ପରେ ତାହାକୁ ଗୁଣ୍ଡ କରି ଏକ ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏହି ଚୂର୍ଣ୍ଣକୁ କ୍ଷୀରରେ ଫୁଟାଇ ପିଅନ୍ତୁ । ଏହାଦ୍ୱାରା ଥଣ୍ଡା ସମ୍ବନ୍ଧୀୟ ତଥା ଆଜମା ରୋଗ ଦୂର ହୋଇଥାଏ ।

– ଯଦି ଆପଣଙ୍କୁ କୌଣସି ବିଷାକ୍ତ ଜନ୍ତୁ କାମୁଡୁଛି ତେବେ ଯଥାଶୀଘ୍ର ଓସ୍ତଗଛ ପତ୍ରର ରସ ବାହାର କରି ସେହି କ୍ଷତ ସ୍ଥାନରେ ଲଗାଇ ଦିଅନ୍ତୁ । ଏହା ଛଡା ସେହି ରସକୁ ଟିକେ ଛଡି ଟିକେ ପଦିଅନ୍ତୁ । ଏହାଦ୍ୱାରା ଶରୀରରେ ବିଷର ପ୍ରଭାବ କିମଥାଏ ।

– ଚର୍ମ ସମ୍ବନ୍ଧୀୟ ବିଭିନ୍ନ ରୋଗକୁ ଦ୍ୱର କରିବା ପାଇଁ ଓସ୍ତ ପତ୍ରରେ ଏକ କାଢା ପ୍ରସ୍ତୁତ କରି ପିଅନ୍ତୁ ।

– ଶରୀରରେ ଯେ କୌଣସି ସ୍ଥାନରେ ‘ଘା’ ହୋଇଥିଲେ ଓସ୍ତପତ୍ର ଚୂର୍ଣ୍ଣ ଲଗାଇ ଦିଅ୍ତୁ । ଏହାଦ୍ୱାରା ‘ଘା’ ଭଲ ହୋଇଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More