Only for Entertainment

ସନ୍ତୁଳିତ ଭାବେ କରନ୍ତୁ ଯୋଗ, ନଚେତ ହୋଇପାରେ ଅନେକ ସମସ୍ୟା

TopClassReviews
0 36

ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ସନ୍ତୁଳିତ ଯୋଗ ବହୁ ଦୂରାରୋଗ୍ୟ ରୋଗ୍ୟରୁ ଦୂର କରିଥାଏ । କିନ୍ତୁ ଏହା ଯଦି ଅସନ୍ତୁଳିତ ହୁଏ ତେବେ ଏହାର କୁପ୍ରଭାବ ମଣିଷ ଉପରେ ଅତ୍ୟଧିକ ଭାବେ ପଡିଥାଏ। ଏହାର ପ୍ରଭାବ ସିଧାସଳକ ଶରୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ପଡିଥାଏ । ମଣିଷକୁ ପଙ୍ଗୁମଧ୍ୟ କରିଦେବାର ଆଶଙ୍କ ମଧ୍ୟ ରହିଛି । ତେଣୁ ଏହାକୁ ନିୟମାନୁସାରେ କରାଯିବା ଦରକାର।

Stretching out their legs and backs

ଯୋଗ କରିବାର ଉଚିତ ସମୟ,ଖାଦ୍ୟଗ୍ରହଣ,ଦିନଚର୍ଯ୍ୟା ଓ ଉଚିତ ପରିବେଶ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ସକାଳେ ଯେଉଁ ପରିମାଣରେ ଯୋଗାଭ୍ୟାସ କରାଯାଇଛି ସମାଅନୁପାତରେ ମଧ୍ୟ ସନ୍ଧ୍ୟାରେ କରିବା ଦରକାର। ଏହାଦ୍ୱାରା ଆମ ଶରୀର ଉପରେ ପ୍ରଭାପ ପଡିବ ନାହିଁ। ବିଶେଷ ଭାବେ ଗର୍ଭାବସ୍ଥା,ହୃଦ ସମ୍ବନ୍ଧୀୟ ରୋଗ, ରକ୍ତହୀନତା ପରି ରୋଗ ହୋଇଥିଲେ ଯୋଗ କରିବା ଅନୁଚିତ। ଯୋଗକୁ ଧୀରେଧୀରେ ଅଭ୍ୟାସ କରିବା ଉଚିତ। ହଠାତ୍ ବଡ ବଡ ଆସନ କରିବା ଅନୁଚିତ। ଯୋଗାଚ୍ଚାର୍ଯ୍ୟଙ୍କ ଉପସ୍ଥିତି ହିଁ ଯୋଗାଭ୍ୟାସ ପାଇଁ ଅତ୍ୟନ୍ତ ଦରକାରୀ ବୋଲି ଏକ ଗବେଷଣାରୁ ଜଣାପଡିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More