Only for Entertainment

ସୁସ୍ମିତା ସେନ ଶେୟାର କଲେ ଦୁଇ ଝିଅଙ୍କ ମଜାଦାର ଭିଡିଓ, ଭିଡିଓରେ ପଚାରିଲେ ଏହି ପ୍ରଶ୍ନ

youtube
0 53

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି । ଶେୟାର କରିବା ପରେ ଏହି ଭିଡିଓ ବର୍ତ୍ତମାନ ଭାଇରାଲ ଦେବାରେ ଲାଗିଛି । ଏହି ଭିଡିଓରେ ସୁସ୍ମିତା ତାଙ୍କର ଦୁଇ ଝିଅଙ୍କୁ ପ୍ରଶ୍ନ ପଚାରୁଛନ୍ତି । ସୁସ୍ମିତା ଝିଅ ଆଲିଶାଙ୍କୁ ‘ଅଲ୍ଟିମେଟମ’ର ସ୍ପେଲିଙ୍ଗ ପଚାରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଆଲିଶା ଏହି ସ୍ପେଲିଙ୍ଗ ଭୁଲ କହିବା ପରେ ସୁସ୍ମିତା ତାଙ୍କ ବଡ ଝିଅଙ୍କୁ ଏହି ପ୍ରଶ୍ନ ପଚାରୁଛନ୍ତି ଏବଂ ସେ ଏହାର ଠିକ ଉତ୍ତର ଦେଉଛନ୍ତି ।

ଆସନ୍ତୁ ଦେଖିବା ପୁରା ଭିଡିଓ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More