Only for Entertainment

ଅର୍ଶ ରୋଗରୁ ମୁକ୍ତି ଦେଇଥାଏ ତେନ୍ତୁଳି, ଜାଣନ୍ତୁ !

The Pioneer Woman
0 52

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଅର୍ଶ ହୋଇଥାଏ। ତେବେ ଏହାର ସଫଳ ନିରାକରଣ ଆୟୁର୍ବେଦରେ ଉଲ୍ଳେଖ ରହିଛି। ଏକ ଚାମୁଚ ତେନ୍ତୁଳି ମଞ୍ଜି ଗୁଣ୍ଡକୁ ପାଣିରେ କିମ୍ବା ଉଷୁମ କ୍ଷୀରରେ ପକାଇ ପିଇଲେ କୋଷ୍ଠକାଠିନ୍ୟ ଦୂର ହେବା ସହିତ ଅର୍ଶ ଏବଂ ମଳକଣ୍ଟକରୁ ମୁକ୍ତି ମିଳିଥାଏ।

ସେହିପରି ଜ୍ୱର ହେଉଥିଲେ ଏକ ଶହ ଗ୍ରାମ୍‌ ତେନ୍ତୁଳି ରସ ସହିତ ରସୁଣ ଗୋଲମରିଚ ଓ ଗୁଡ଼ ମିଶାଇ ପିଇଲେ ଜ୍ୱର ଅଳ୍ପ କିଛି ଘଣ୍ଟା ମଧ୍ୟରେ ଭଲ ହୋଇଯାଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More