Only for Entertainment

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #MahadevTwitter, ଶ୍ରାବଣ ମାସର ଆରମ୍ଭରୁ ଭକ୍ତିମୟ ହେଲା ଟ୍ୱିଟର

localguidesconnect
83

ମହଦେବଙ୍କ ଭକ୍ତି ଏବଂ ଆରାଧନା କରିବାର ପବିତ୍ର ମାସ ଶ୍ରାବଣ ମାସ ଆଜି ଠାରୁ ଆରମ୍ଭ ହୋଇସାରିଛି । ଶ୍ରାବଣ ମାସର ଆରମ୍ଭରୁ ହିଁ ଶିବ ଭକ୍ତଙ୍କ ଉପରେ ନତାଙ୍କ ଭକ୍ତିର ରଙ୍ଗ ଚଢି ଯାଇଛି । ପୂରା ଦେଶରେ ଶିବଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ବିଶେଷ ଆୟୋଜନ କରାଯାଇଛି । ଏହା ସହିତ ମହାଦେବଙ୍କ ଦର୍ଶନ ପାଇଁ ଶିବ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ଶ୍ରାବଣ ମାସ ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ମାସ । କୁହାଯାଏ ଏହି ମାସରେ ଯେ ଭାବ ଭକ୍ତିରେ ଭଗବାନ ଶିବଙ୍କୁ ଆରଧନା କରେ ତା’ର ମନୋସ୍କାମନା ପୂରା ହୋଇଥାଏ ।

ଶ୍ରାବଣ ମାସର ଆରମ୍ଭରୁ ଲୋକେ ସୋସିଆଲ ମିଡିଆରେ ଶୁଭକାମନା ଦେଉଥିବାର ନଜର ଆସିଛନ୍ତି । ଲୋକେ ଭଗବାନ ଶିବଙ୍କ ମନମୋହକ ଫଟୋ ସେୟାର କରବୁଥିବା ଦେଖିବାକୁ ମିଳୁଛି । ଏହା ସହିତ ସୋସିଆଲ ମିଡିଆ ପ୍ଲାଟର୍ଫମ ଟ୍ୱିଟରେ #MahadevTwitter ଟ୍ରେଣ୍ଡ କରିବାରେ ଲାଗିଛି ।

ଦେଖନ୍ତୁ ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More