ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #MahadevTwitter, ଶ୍ରାବଣ ମାସର ଆରମ୍ଭରୁ ଭକ୍ତିମୟ ହେଲା ଟ୍ୱିଟର
ମହଦେବଙ୍କ ଭକ୍ତି ଏବଂ ଆରାଧନା କରିବାର ପବିତ୍ର ମାସ ଶ୍ରାବଣ ମାସ ଆଜି ଠାରୁ ଆରମ୍ଭ ହୋଇସାରିଛି । ଶ୍ରାବଣ ମାସର ଆରମ୍ଭରୁ ହିଁ ଶିବ ଭକ୍ତଙ୍କ ଉପରେ ନତାଙ୍କ ଭକ୍ତିର ରଙ୍ଗ ଚଢି ଯାଇଛି । ପୂରା ଦେଶରେ ଶିବଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ବିଶେଷ ଆୟୋଜନ କରାଯାଇଛି । ଏହା ସହିତ ମହାଦେବଙ୍କ ଦର୍ଶନ ପାଇଁ ଶିବ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ଶ୍ରାବଣ ମାସ ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ମାସ । କୁହାଯାଏ ଏହି ମାସରେ ଯେ ଭାବ ଭକ୍ତିରେ ଭଗବାନ ଶିବଙ୍କୁ ଆରଧନା କରେ ତା’ର ମନୋସ୍କାମନା ପୂରା ହୋଇଥାଏ ।
ଶ୍ରାବଣ ମାସର ଆରମ୍ଭରୁ ଲୋକେ ସୋସିଆଲ ମିଡିଆରେ ଶୁଭକାମନା ଦେଉଥିବାର ନଜର ଆସିଛନ୍ତି । ଲୋକେ ଭଗବାନ ଶିବଙ୍କ ମନମୋହକ ଫଟୋ ସେୟାର କରବୁଥିବା ଦେଖିବାକୁ ମିଳୁଛି । ଏହା ସହିତ ସୋସିଆଲ ମିଡିଆ ପ୍ଲାଟର୍ଫମ ଟ୍ୱିଟରେ #MahadevTwitter ଟ୍ରେଣ୍ଡ କରିବାରେ ଲାଗିଛି ।
ଦେଖନ୍ତୁ ଟ୍ୱିଟ-
Achleshwar Dham : Batala, Punjab
It is said that Shiva and Parvati came here with all the gods and goddesses to Pacify their son Kartikeya at this place.
— Mohit (@JIILCK85) July 17, 2019
HAR HAR MAHADEV few clicks from my spiritual travel #MahadevTwitter pic.twitter.com/UrlThtrSMg
— pupul (@pupulhere) July 17, 2019
#Kedarnath
Heaven On Earth..❤️?#MahadevTwitter pic.twitter.com/97WJbgvom9— Massom Larka ❤️?? (@massomlarka007) July 17, 2019
Baba Dham, Deoghar
Some Facts:
-1 of the 12 Shiv Jyotirlingas
-1 of the 51 Shakti Peethas
– 7 to 8 million devotees visit every yr in the month of Shrawan
-Deoghar Shrawani Mela is the longest in Asia
-Line of devotees get stretched to 108km#MahadevTwitter @bhaiyyajispeaks pic.twitter.com/57csAbwdoO— Tr??lling D@ddy (@trolling_daddy) July 17, 2019
Amarnath….. where lord Shiva told story to Mata Parvati….. #हर_हर_महादेव#MahadevTwitter pic.twitter.com/d6RO4gz4u9
— Ravii Modasiya (@ModasiyaRv) July 17, 2019
साड़ी हुआ..बिंदिया हुई..झुमका हुआ..अब बारी है ट्विटर को एक बार फिर नीले रंग से रंगने की।
आज सावन के पहले दिन सभी शिव भक्त अपनी अपनी तस्वीरें #MahadevTwitter पर पोस्ट करें।
पहली तस्वीर मैं कुछ दिनों पहले की हुई केदारनाथ यात्रा की प्रेषित कर रहा हूँ।
हर हर महादेव। pic.twitter.com/YStpuGPVQG
— Bhaiyyaji (@bhaiyyajispeaks) July 17, 2019
Here’s my entry for #MahadevTwitter (Trimbakeshwar Temple Nashik.)?@bhaiyyajispeaks pic.twitter.com/vKvDCfT5dK
— Ā̷̢̅̈͆̉̔̚bhyuday HMP (@craziestlazy) July 17, 2019
The Famous Mahakaleshwar Temple at Varanasi
Those who have faith, Lord Shiva answers all their prayers,
Har Har Mahadev! @narendramodi #MahadevTwitter pic.twitter.com/zbFQ3XGCmu
— Geetika Swami (@SwamiGeetika) July 17, 2019