Only for Entertainment

କ’ଣ ଏଭଳି ଦେଖାଯାଏ ନର୍କ ? ଫଟୋ ଦେଖିଲେ ଥରି ଉଠିବ ଛାତି !

news18
0 101

ଥାଇଲାଣ୍ଡ ସହର ଚିୟାଙ୍ଗ ମାଇରେ ଏକ ମନ୍ଦିର ଏଭଳି ରହିଛି, ଯେଉଁଠି ଲୋକମାନେ କୌଣସି ଦେବତାଙ୍କୁ ଦର୍ଶନ କରିବାକୁ ନୁହଁନ୍ତି ବରଂ ମୃତ୍ୟୁପରେ ମିଳୁଥିବା ଦଣ୍ଡକୁ ଦେଖିବା ଲାଗି ଆସନ୍ତି ।

california-organic-farming-43
ମନ୍ଦିରରେ ଅନେକ ପ୍ରତିମା ରହିଛି, ଯାହାକି ପାପ କର୍ମ ଯୋଗୁଁ ଦିଆଯାଇଥିବା ଦଣ୍ଡ ବିଷୟରେ ସୂଚାଉଛି ।
ଥାଇଲାଣ୍ଡର ରାଜଧାନୀ ବ୍ୟାଂକକ୍ ର ହାରାହାରି ୭୦୦କି.ମି ଦୂରରେ ଚିୟାଙ୍ଗୁ ମାଇ ସହରରେ ବିଶ୍ୱର ଏକମାତ୍ର ନର୍କ ମନ୍ଦିର ଅବସ୍ଥିତ ।

california-organic-farming-42
ଏହି ମନ୍ଦିର ସନାତନ ଧର୍ମ ଏବଂ ବୌଦ୍ଧ ଧର୍ମର ପ୍ରେରଣା ଦେଇଥାଏ । ମନ୍ଦିରର ସଭ୍ୟତା ଏବଂ ସଂସ୍କୃତି ଉପରେ ଭାରତୀୟ ପ୍ରଭାବ ଦେଖା ଦେଇଥାଏ ।

california-organic-farming-36
ଏହି ମନ୍ଦିରକୁ ନିର୍ମାଣ କରିବା ଲାଗି ପ୍ରା କ୍ରୁ ବିଶାନଜଲିକାନ ନାମକ ଏକ ଭିକ୍ଷୁକ ବିଚାର କରିଥିଲେ ।

california-organic-farming-37
ସେହି ଭିକ୍ଷୁକ ଲୋକଙ୍କୁ ଜଣାଇବାକୁ ଚାହୁଁଥିଲେ ପାପ ଏବଂ ଅନ୍ୟକୁ କଷ୍ଟ ଦେବାର ପରିଣାମ ଅତି ଭୟଙ୍କର ଅଟେ ।
ଏହି କଥାରୁ ପ୍ରେରିତ ହୋଇ ସେ ନର୍କର ପରିକଳ୍ପନା କରି ଏହି ମନ୍ଦିର ନିର୍ମାଣ କରିଥିଲେ ।

california-organic-farming-41
ଏଠାରେ ଥିବା ଲୋକଙ୍କ ପ୍ରତିମାକୁ ଦେଖିଲେ ଆପଣ ନର୍କକୁ ପାଖରେ ଦେଖିଲା ଭଳି ନିଶ୍ଚୟ ଅନୁଭବ କରିବେ ।
ମନ୍ଦିରକୁ ଳୋକମାନେ ନିଜ ପାପର ପ୍ରାୟଶ୍ଚିତ ପାଇଁ ଆସି ଥାଆନ୍ତି । ଏହି ମନ୍ଦିର ‘ବ୍ୟାଟ ମେ କ୍ୟାଟ ନୋଇ’ ନାମରେ ପ୍ରସିଦ୍ଧ ଅଟେ ।

california-organic-farming-38
ଯେଉଁ ବ୍ୟକ୍ତି ଏହି ମନ୍ଦିରର ଦର୍ଶନ କରିବାକୁ ଯେ ତା ପାପର ପ୍ରାୟଶ୍ଚିତ ହୋଇଯାଏ ବୋଲି ସ୍ଥାନୀୟ ଲୋକଙ୍କର ମାନ୍ୟତା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More